/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710297721.jpg)
Panchang Today
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୩ ତାରିଖ ବୁଧବାର ,ଚନ୍ଦ୍ର- ମେଷ ଅହୋରାତ୍ର,ତିଥ- ୪ର୍ଥୀ ରାତ୍ରି ୦୧.୨୬ ଗତେ ୫ମୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ:
ପ୍ରାତଃ-୦୬.୦୦ ରୁ ୦୭.୩୫
ଦିବା-୧୦.୨୭ ରୁ ୧୧.୩୨
ଦିବା-୦୧.୫୪ ରୁ ୦୫.୦୪
ସନ୍ଧ୍ୟା-୦୬.୪୦ ରୁ ୧୦.୪୩
ରାତ୍ରି- ୦୧.୫୬ ରୁ ୦୨.୫୭
ରାତ୍ରି-୦୪.୨୮ ରୁ ୦୫.୫୯
ଅଧିକ ପଢ଼ନ୍ତୁ: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ
ଅଶୁଭ ସମୟ:
ରାହୁକାଳ - ଦିବା ୧୧.୫୬ ରୁ ୦୧.୨୫
କାଳବେଳା- ଦିବା ୦୮.୫୮ ରୁ ୧୦.୨୭
ବାରବେଳା- ଦିବା ୧୧.୫୬ ରୁ ୦୧.୨୫
କାଳରାତ୍ରି- ରାତ୍ରି ୦୨.୫୭ ରୁ ୦୪.୨୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)