Panchang Today 12th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ମୀନ ରାତ୍ରି ୦୮.୩୦ ଗତେ ମେଷ,ତିଥ- ୨ୟା ପ୍ରାତଃ ୦୭.୧୩ ଗତେ ୩ୟା(କ୍ଷୟ) ରାତ୍ରି ୦୪.୦୪ ଗତେ ୪ର୍ଥୀ,ଘାତଚନ୍ଦ୍ର- ଧନୁ ରାଶିର ରାତ୍ରି ୦୮.୩୦ ଗତେ ମେଷ ରାଶିର,ଘାତବାର- ମକର ,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୧୩ ଗତେ ୧ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ:
ଦିବା-୦୮.୫୮ ରୁ ୧୦.୪୫
ଦିବା-୦୧.୦୭ ରୁ ୦୧.୨୫
ଦିବା-୦୪.୨୩ ରୁ ୦୫.୦୪
ସନ୍ଧ୍ୟା-୦୫.୫୧ ରୁ ୦୬.୪୦
ରାତ୍ରି- ୦୯.୦୬ ରୁ ୧୧.୩୧
ରାତ୍ରି-୦୧.୫୭ ରୁ ୦୩.୩୪
ଅଶୁଭ ସମୟ:
ରାହୁକାଳ - ଦିବା ୦୨.୫୪ ରୁ ୦୪.୨୩
କାଳବେଳା- ଦିବା ୦୧.୨୫ ରୁ ୦୨.୫୪
ବାରବେଳା- ପ୍ରାତଃ ୦୭.୨୯ ରୁ ୦୮.୫୮
କାଳରାତ୍ରି- ସନ୍ଧ୍ୟା ୦୭.୨୨ ରୁ ୦୮.୫୩
OTV is now on Whatsapp
Join and get latest news update delivered to you via whatsapp
Join Now