/odishatv-khabar/media/post_attachments/uploadimage/library/16_9/16_9_0/Accident_1749184905.jpg)
Accident
କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ।
Advertisment
ଅଧିକ ପଢନ୍ତୁ: ରାଜଧାନୀରେ ସିରିଜ ଦୁର୍ଘଟଣା; କାର ଓ ଅଟୋକୁ ପଛରୁ ଧକ୍କା ଦେଲା ମଦ୍ୟପ କାର ଚାଳକ
ଆଜି ସକାଳେ ଯୋଗାଣ ମନ୍ତ୍ରୀ କୌଣସି କାମରେ ସରକାରୀ ଗାଡ଼ିରେ ଯାଉଥିଲେ। ଏହି ସମୟରେ ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ମନ୍ତ୍ରୀଙ୍କ ଗାଡ଼ି ସହ କାର୍ର ଧକ୍କା ହୋଇଥିଲା । ଦୁର୍ଘଟଣାରେ ମନ୍ତ୍ରୀ ଓ ତାଙ୍କ ଡ୍ରାଇଭରଙ୍କ କିଛି କ୍ଷତି ହୋଇନାହିଁ। ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ିର ସମ୍ମୁଖ ଅଂଶଟି ଭାଙ୍ଗିଯାଇଛି।
Advertisment
ବାରଙ୍ଗ ଥାନା ପୋଲିସ ଟ୍ରକ୍ ଡ୍ରାଇଭରକୁ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି। ଟ୍ରକ୍ଟି ଓଭରଟେକ କରିବା ଦ୍ୱାରା ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
ଅଧିକ ପଢନ୍ତୁ: ବଦଳିବ ମାଷ୍ଟରକ୍ୟାଣ୍ଟିନ ଛକର ନାଁ, କ'ଣ ରହିବ ନୂଆ ନାମ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)