/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747291940.jpg)
Delhi College Fire
ଭୟଙ୍କର ଅଗ୍ନିକାଣ୍ତ । ହୁତୁ ହୁତୁ ହୋଇ ଜଳିଗଲା କଲେଜ । ଅଳ୍ପ କେଇ ମିନିଟ୍ରେ ପୂରା ଛାର ଖାର ହୋଇଗଲା କଲେଜ । ଦିଲ୍ଲୀର ଶ୍ରୀ ଗୁରୁ ଗୋବିନ୍ଦ ସିଂ କଲେଜରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି ।
ପ୍ରାଥମିକ ସୂଚନା ଅନୁସାରେ, କଲେଜର ଲାଇବ୍ରେରୀରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ପରେ ସାରା ଅଞ୍ଚଳକୁ ଅଳ୍ପ ସମୟ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା । ୧୧ଟି ଅଗ୍ନିଶମ ବାହିନୀ ଦ୍ୱାରା ଦିନ ୯.୪୦ ବେଳକୁ ନିଆଁକୁ ପୂରା ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ତେବେ ଏଥିରେ କାହାର କ୍ଷତି ହୋଇ ନଥିବା ସୂଚନା ମିଳଛି ।
ଅଧିକ ପଢ଼ନ୍ତୁ:ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ
#WATCH | Delhi: Fire broke out at Sri Guru Gobind Singh College of Commerce in Pitampura today. 11 fire tenders rushed to the site and the fire was brought under control around 9.40 am. The fire broke out first in the library. Cooling operation continues: Delhi Fire Service… pic.twitter.com/HJ5O26jXSE
— ANI (@ANI) May 15, 2025
ଦିଲ୍ଲୀର ଅଗ୍ନିଶମ ବିଭାଗର ସୂଚନା ଅନୁସାରେ ଆଜି ସକାଳେ ପ୍ରାୟ ୮.୫୫ ସମୟରେ କଲେଜରେ ନିଆଁ ଲାଗିଥିଲା। ୪ ମହଲାର ଥିବ ଲାଇବ୍ରେରୀରେ ପୂରା ଚାରି ଆଡ଼େ ନିଆଁ ଲାଗି ଯାଇଥିଲା। ପରେ ଅଗ୍ନିଶମ ବାହାନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
VIDEO | Visuals from the library of Guru Gobind Singh College of Commerce in northwest Delhi's Pitampura where fire broke out earlier this morning.
(Full video available on PTI Videos - https://t.co/dv5TRARJn4)#DelhiFire#Delhipic.twitter.com/0dtz47GpMj
— Press Trust of India (@PTI_News) May 15, 2025
Bhubaneswar Gold Price Drop: ରେକର୍ଡ ଭାଙ୍ଗୁଛି ସୁନା ଦର; ଆଜି କେତେ କମିଲା ଜାଣନ୍ତୁ...

Generous Donation to Fallen Soldier Family: ଉଦାହରଣ ସାଜିଲେ ଦମ୍ପତି, ସହିଦ ଯବାନଙ୍କ ପରିବାରକୁ ଦାନ କଲେ ଲକ୍ଷେରୁ ଅଧିକ ଟଙ୍କା...

BJD Leader Muna Khan Resigns: ନବୀନ ନିବାସରେ ମୁନା ଖାନ୍; BJD ସଂଖ୍ୟାଲଘୁ ସେଲ୍ରୁ ଇସ୍ତଫା ଦେଇଥିବା ଚର୍ଚ୍ଚା !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)