/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681891529.jpg)
Drowning Death
ବୁଢ଼ାବଳଙ୍ଗ ନଦୀରେ ଘଟିଲା ଅଭାବନୀୟ ଘଟଣା । ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଭାଇ । ବାଲେଶ୍ବର ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ୨ ସଂପର୍କୀୟ ଭାଇ ମୃତ ହୋଇଛି । ଗାଧୋଇବା ବେଳେ ରେମୁଣା ପତୁକାଶାସନ ଗାଁରେ ଏହି ଅଘଟଣ ଘଟିଛି । ଦୁହିଁଙ୍କ ମଧ୍ୟରୁ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ବୈଶିଙ୍ଗା ହସ୍ପିଟାଲରେ ମୃତ୍ୟୁ ହୋଇଛି । ମୃତକ ୨ ଜଣ ନାବାଳକ; ବୟସ ୮ ଓ ୧୭ ବର୍ଷ ସୂଚନା ମିଳିଛି ।
Advertisment
#ବୁଢ଼ାବଳଙ୍ଗରେ_ବୁଡ଼ିଗଲେ_୨_ଭାଇ
-ବାଲେଶ୍ବର: ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ୨ ସଂପର୍କୀୟ ଭାଇ ମୃତ
-ଗାଧୋଇବା ବେଳେ ରେମୁଣା ପତୁକାଶାସନ ଗାଁରେ ଅଘଟଣ
-ଜଣଙ୍କ ଘଟଣାସ୍ଥଳରେ ଓ ଆଉ ଜଣଙ୍କ ବୈଶିଙ୍ଗା ହସ୍ପିଟାଲରେ ମୃତ୍ୟୁ
-ମୃତକ ୨ ଜଣ ନାବାଳକ; ବୟସ ୮ ଓ ୧୭ ବର୍ଷ ସୂଚନା#Balasore#OTVpic.twitter.com/qjklwdQeXK— ଓଟିଭି (@otvkhabar) April 19, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)