/odishatv-khabar/media/media_files/2026/03/01/anti-naxal-operation-2026-03-01-09-27-01.jpg)
Anti-naxal Operation Photograph: (OTV)
ଜଙ୍ଗଲରେ କୋଟି କୋଟି ଟଙ୍କା ଲୁଚାଇ ରଖିଛନ୍ତି ମାଓବାଦୀ । ଛତିଶଗଡ଼ ଜଙ୍ଗଲରୁ ପୁଣି ବିପୁଳ ପରିମାଣର ମାଓ ସାମଗ୍ରୀ ସହିତ ୪୬ ଲକ୍ଷ ୩୧ ହଜାର ଟଙ୍କା ଜବତ କଲେ ସୁରକ୍ଷାକର୍ମୀ।
Advertisment
ମେନପୁର ଥାନା ବଡ଼ଗୋବରା ଓ ସାପଘାଟି ଜଙ୍ଗଲରେ ସ୍ପେଶାଲ୍ ଅପରେସନ ମାଧ୍ୟମରେ ମାଓବାଦୀମାନେ ଲୁଚାଇ ରଖିଥିବା ଟଙ୍କା ଓ ବନ୍ଧୁକ, ଗୁଳି, ମାଓ ପୋଷାକ ଆଦି ସାମଗ୍ରୀ ଜବତ କରାଯାଇଛି। ଏଯାଏଁ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ୧କୋଟି ୮ ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି।
Advertisment



Related Articles
Accident: ଅଟୋ ଉପରେ ଚଢିଗଲା ବାଲେନୋ କାର୍, ଗାଡ଼ି ଭିତରୁ ମିଳିଲା ବଡ଼ ସୁରାକ
POSTED

Murder: ରାଜଧାନୀରେ ଗଡିଲା ମୁଣ୍ଡ, ୟୁଟ୍ୟୁବରଙ୍କୁ ଛୁରୀ ଭୁଷି ନିର୍ମମ ହତ୍ୟା
POSTED

Iran Closes Strait of Hormuz: ଇରାନ ବନ୍ଦ କଲା ହର୍ମୁଜ୍ ଷ୍ଟ୍ରେଟ୍! ଇରାନ ରିଭୋଲ୍ୟୁସନାରୀ ଗାର୍ଡଙ୍କ ରେଡିଓ ବାର୍ତ୍ତା ଜାରି
POSTED

Iran Attacks Dubai: ଇରାନର ଘନଘନ ରକେଟ୍ ମାଡ଼, କ୍ଷତିଗ୍ରସ୍ତ ହୋଇଛି ଦୁବାଇ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)