Advertisment

President Droupadi Murmu: ଐତିହାସିକ ଉଡାଣ ଭରିଲେ ରାଷ୍ଟ୍ରପତି, ରାଫେଲ୍‌ରେ ଉଡ଼ିଲେ ଦ୍ରୌପଦୀ ମୁର୍ମୁ

ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ହେଉଛନ୍ତି ରାଷ୍ଟ୍ରପତି। ୨୦୨୩ରେ ତେଜପୁରରେ ସୁଖୋଇ-୩୦ରେ ଉଡ଼ାଣ ଭରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

author-image
Chinmayee Sahoo
President Droupadi Murmu

President Droupadi Murmu Photograph: (OTV)

ରାଫେଲରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରେସନ୍ ସିନ୍ଦୂରରେ ପାକିସ୍ତାନକୁ ଧୂଳି ଚଟାଇଥିବା ସୁପର୍ ଫାଇଟର୍ ଜେଟ୍ ‘ରାଫେଲ’ର ଉଡ଼ାଣ ଭରିଛନ୍ତି ରାଷ୍ଟ୍ରପତି। ହରିୟାଣା ଅମ୍ବାଲା ଏୟାରବେସ୍ ରେ ଆଜି ରାଷ୍ଟ୍ରପତିଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା। ବାୟୁ ବୀରଙ୍କ ୟୁନିଫର୍ମରେ ବାୟୁ ସେନା ଅଧିକାରୀଙ୍କ ଦମ୍ଭ ବଢ଼ାଇଥିଲେ।

Advertisment

ପରେ ରାଫେଲରେ ବସି ଏହାର ଶକ୍ତି, ସାମର୍ଥକୁ ପରଖିଥିଲେ। ୧୭ତମ ରାଫେଲ ସ୍କ୍ୱାଡ୍ରନ୍ ପାକିସ୍ତାନୀ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା। ସେଇ ସ୍କ୍ୱାଡ୍ରନରେ ସେ ଆଜି ଆକାଶ ପରିକ୍ରମା କରିଥିଲେ। ରାଫେଲ ଉଡାଣ ଭରିବାରେ ପ୍ରଥମ ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ। ଏହାସହ ଫାଇଟର ଜେଟରେ ଉଡ଼ିବାରେ ସେ ତୃତୀୟ ରାଷ୍ଟ୍ରପତି ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି।

ଅଧିକ ଦେଖନ୍ତୁ:

President Droupadi Murmu
Advertisment
Related Articles
Advertisment