Advertisment

Encounter In Capital: ରାଜଧାନୀରେ ବଡ ଏନକାଉଣ୍ଟର, ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ସଫା

ଦିଲ୍ଲୀରେ ବିହାରର ୪ ଗ୍ୟାଙ୍ଗଷ୍ଟରଙ୍କୁ ପୋଲିସର ଏନକାଉଣ୍ଟର। ଦିଲ୍ଲୀର ବାହାଦୁର ଶାହ ମାର୍ଗରେ ୪ ଜଣଙ୍କୁ ଏନକାଉଣ୍ଟର। ପୋଲିସ ଉପରକୁ ଫାୟାରିଂ ବେଳେ ୪ ଅପରାଧୀ ନିପାତ।

author-image
Chinmayee Sahoo
Encounter

Encounter Photograph: (OTV)

ଦିଲ୍ଲୀରେ ବଡ଼ ଏନକାଉଣ୍ଟର । ବିହାରର ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର । ପୋଲିସ ଉପରକୁ ଫାୟାରିଂ ବେଳେ ଦିଲ୍ଲୀର ବାହାଦୁର ଶାହ ମାର୍ଗରେ ୪ ଜଣଙ୍କୁ ଏନ୍କାଉଣ୍ଟରରେ ୪ ଅପରାଧୀ ନିପାତ । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଅପରେସନରେ ଏହି ସଫଳତା ମିଳିଛି । ବିହାର ନିର୍ବାଚନରେ ବିସ୍ଫୋରଣ ଯୋଜନା କରୁଥିଲା ଗ୍ୟାଙ୍ଗ୍ । ଦୀର୍ଘଦିନ ଧରି ପୋଲିସ ଟାର୍ଗେଟରେ ଥିଲେ ଏହି ୪ ଅପରାଧୀ । ସିଗମା ଆଣ୍ଡ୍ କମ୍ପାନୀ ନାଁରେ ଜଣାଶୁଣା କୁଖ୍ୟାତ ଗ୍ୟାଙ୍ଗ୍।
•    ଦିଲ୍ଲୀରେ ୪ ଗ୍ୟାଙ୍ଗଷ୍ଟରଙ୍କୁ ପୋଲିସର ଏନକାଉଣ୍ଟର
•    ବିହାରର ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରଙ୍କୁ ଏନକାଉଣ୍ଟର
•    ଦିଲ୍ଲୀର ବାହାଦୁର ଶାହ ମାର୍ଗରେ ୪ ଜଣଙ୍କୁ ଏନକାଉଣ୍ଟର
•    ପୋଲିସ ଉପରକୁ ଫାୟାରିଂ ବେଳେ ୪ ଅପରାଧୀ ନିପାତ
•    ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଅପରେସନ୍
•    ଦୀର୍ଘଦିନ ଧରି ପୋଲିସ ଟାର୍ଗେଟରେ ଥିଲେ ୪ ଅପରାଧୀ
•    'ସିଗମା ଆଣ୍ଡ କମ୍ପାନୀ' ନାଁରେ ଜଣାଶୁଣା କୁଖ୍ୟାତ ଗ୍ୟାଙ୍ଗ୍
•    ବିହାର ନିର୍ବାଚନରେ ବିସ୍ଫୋରଣ ଯୋଜନା କରୁଥିଲା ଗ୍ୟାଙ୍ଗ

Advertisment

ଅଧିକ ଦେଖନ୍ତୁ:

Encounter
Advertisment
Related Articles
Advertisment