Advertisment

ED attaches Anil Ambani-linked assets: ଶିଳ୍ପପତି ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍

ଶିଳ୍ପପତି ଅନୀଲ ଅମ୍ବାନୀ ଲିଙ୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆକ୍ସନ। ଭୁବନେଶ୍ବର, ନଭି ମୁମ୍ବାଇ, ଚେନ୍ନାଇ, ପୁନେରେ ଥିବା ୧୪ ଶହ ୫୨ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଆଟାଚ।

author-image
Chinmayee Sahoo
ANIL AMBANI

ANIL AMBANI Photograph: (OTV)

ମନି ଲଣ୍ଡରିଂ ମାମଲାରେ ଶିଳ୍ପପତି ଅନୀଲ ଅମ୍ବାନୀ ଲିଙ୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆକ୍ସନ। ଭୁବନେଶ୍ବର, ନଭି ମୁମ୍ବାଇ, ଚେନ୍ନାଇ, ପୁନେରେ ଥିବା ୧୪ ଶହ ୫୨ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଆଟାଚ କରିଛି ଇଡି। ଲୋନ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ଅନୀଲ ଅମ୍ବାନୀ ଓ ତାଙ୍କ ଗ୍ରୁପ ଅଫ କଂପାନି ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ତେବେ ପୂର୍ବରୁ ୭୫୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରି ସାରିଥିଲା ଇଡି। ବର୍ତ୍ତମାନର ସମ୍ପତ୍ତି ଓ ପୂର୍ବରୁ ଆଟାଚ ହୋଇଥିବା ସମ୍ପତ୍ତିକୁ ମିଶାଇ ଏବେ ଯାଏଁ ୯ ହଜାର କୋଟି ଟଙ୍କାର ସମ୍ପତ୍ତି ଆଟାଚ କଲାଣି ତଦନ୍ତକାରୀ ସଂସ୍ଥା।

Advertisment


•    ଅନୀଲ ଅମ୍ବାନୀଙ୍କୁ ଇଡି ଝଟକା 
•    ମନି ଲଣ୍ଡରିଂ ମାମଲାରେ ସଂପତ୍ତି ଆଟାଚ କଲା ଇଡି
•    ଶିଳ୍ପପତି ଅନୀଲ ଅମ୍ବାନୀ ଲିଙ୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆକ୍ସନ
•    ଭୁବନେଶ୍ବର, ନଭି ମୁମ୍ବାଇ, ଚେନ୍ନାଇ, ପୁନେରେ ଥିବା ସଂପତ୍ତି ଆଟାଚ
•    ୧୪ ଶହ ୫୨ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଆଟାଚ କଲା ଇଡି 
•    ଲୋନ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ଆକ୍ସନ
•    ମାମଲା ରୁଜୁ କରି ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 
•    ବର୍ତ୍ତମାନ ସୁଦ୍ଧା ଇଡି ଆଟାଚ କଲାଣି ୯ ହଜାର କୋଟି ଟଙ୍କାର ସଂପତ୍ତି

Anil Ambani
Advertisment