Advertisment

Big Claim in Parliament: ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ଷଡ଼ଯନ୍ତ୍ର ! କହିଲେ ବାଚସ୍ପତି ଓମ୍ ବିର୍ଲା

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ଲାଗି ଷଡ଼ଯନ୍ତ୍ର ଥିଲା । ତେଣୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଲୋକସଭା ନ ଆସିବାକୁ କହିଥିଲି ବୋଲି କହିଛନ୍ତି ବାଚସ୍ପତି ଓମ୍ ବିର୍ଲା ।

author-image
Tapan Swain
PM Modi

PM Modi Photograph: (OTV)

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ଲାଗି ଷଡ଼ଯନ୍ତ୍ର ଥିଲା । ତେଣୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଲୋକସଭା ନ ଆସିବାକୁ କହିଥିଲି ବୋଲି କହିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଗତକାଲି ପ୍ରଧାନମନ୍ତ୍ରୀ ଲୋକସଭା ନ ଆସିବାକୁ ଏକ ପ୍ରସଙ୍ଗ କରିଥିଲା କଂଗ୍ରେସ। ବିରୋଧୀ କଂଗ୍ରେସର ମହିଳା ସାଂସଦ ପ୍ରଧାନମନ୍ତ୍ରୀଙ୍କ ସିଟ୍ କୁ ଘେରି ରହିବା ସହ ସଂସଦ ଫାଟକରେ ମଧ୍ୟ ଏକାଠି ହୋଇଥିଲେ ।

Advertisment

ଏପଟେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବାଚସ୍ପତି ଓମ ବିର୍ଲା ଯାହା କହିଛନ୍ତି, ଠିକ କହିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ଆସିଥିଲେ କଣ ବି ଘଟିଥାଆନ୍ତା। ଏପଟେ ବାଚସ୍ପତିଙ୍କ ମନ୍ତବ୍ୟକୁ କଂଗ୍ରେସ ସମାଲୋଚନା କରିଛି । 

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ଷଡ଼ଯନ୍ତ୍ର !

ପ୍ରଧାନମନ୍ତ୍ରୀଙ୍କୁ ଲୋକସଭାରେ ଆକ୍ରମଣ ଷଡ଼ଯନ୍ତ୍ର ଥିଲା କହିଲେ ବାଚସ୍ପତି
ତେଣୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଲୋକସଭା ନ ଆସିବାକୁ କହିଥିଲି- ଓମ୍ ବିର୍ଲା
କାଲି ପ୍ରଧାନମନ୍ତ୍ରୀ ଲୋକସଭା ନ ଆସିବାକୁ ଏକ ପ୍ରସଙ୍ଗ କରିଥିଲା କଂଗ୍ରେସ
ବିରୋଧୀ କଂଗ୍ରେସର ମହିଳା ସାଂସଦ ପ୍ରଧାନମନ୍ତ୍ରୀଙ୍କ ସିଟ୍ କୁ ଘେରି ରହିଥିଲେ

Advertisment
Lok Sabha Speaker Om Birla PM Modi
Advertisment
Related Articles
Advertisment