Advertisment

Naxal Encounter: ବଡ଼ ଏନକାଉଣ୍ଟର୍ : ୬ ନକ୍ସଲ ନିହତ

ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର୍। ଇନ୍ଦ୍ରାବତୀ ଜାତୀୟ ପାର୍କ ଅଞ୍ଚଳରେ ଅପରେସନ୍। ଲୁଚି ରହିଥିଲେ ମାଓବାଦୀ।। ଗୁଳି ବିନିମୟରେ ୬ ନକ୍ସଲ ନିହତ। ବିପୁଳ ପରିମାଣର ବିସ୍ଫୋରକ ଜବତ।

author-image
Chinmayee Sahoo
NAXAL_ENCOUNTER

NAXAL_ENCOUNTER Photograph: (OTV)

ସଫା ହେଇଯିବେ ନକ୍ସଲ। ପ୍ରାୟ ପ୍ରତିଦିନ ନିହତ ହେଉଛନ୍ତି ନକ୍ସଲ। ଛତିଗଡ଼ ବିଜାପୁରରେ ଟଳିଲେ ଆଉ ୬ ନକ୍ସଲ। ଇନ୍ଦ୍ରାବତୀ ଜାତୀୟ ପାର୍କ ଅଞ୍ଚଳରେ ନକ୍ସଲ ଲୁଚି ରହିଥିବା ଖବର ପାଇଁ ସର୍ଚ୍ଚ ଅପରେସନ କରିଥିଲା ସୁରକ୍ଷାକର୍ମୀ। DRG ସହ ସ୍ପେଶାଲ୍ ଟାସ୍କ ଫୋର୍ସ ଅପରେସନରେ ୬ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି।

Advertisment

ଏ ବର୍ଷ ଏବେ ଯାଏଁ ୨୫୯ ନକ୍ସଲ ଛତିଶଗଡ଼ରେ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ୨୦୨୬ ସୁଦ୍ଧା ମାଓ ମୁକ୍ତ ରାଷ୍ଟ୍ର କରିବା ପାଇଁ ଅପରେସନ୍ ଚାଲିଛି। ପ୍ରତି ମାସ ଶତାଧିକ ମାଓବାଦୀ ଲାଲ ଶିବିର ଛାଡ଼ି ମୁଖ୍ୟସ୍ରୋତରେ ମିଶୁଛନ୍ତି।

•    ୬ ନକ୍ସଲ ନିହତ 
•    ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର୍  
•    ଇନ୍ଦ୍ରାବତୀ ଜାତୀୟ ପାର୍କ ଅଞ୍ଚଳରେ ଅପରେସନ୍ 
•    ଲୁଚି ରହିଥିଲେ ମାଓବାଦୀ
•    ଗୁଳି ବିନିମୟରେ ୬ ନକ୍ସଲ ନିହତ
•    ବିପୁଳ ପରିମାଣର ବିସ୍ଫୋରକ ଜବତ 
•    ଏବର୍ଷ ଛତିଶଗଡ଼ରେ ୨୫୯ ନକ୍ସଲ ନିହତ 

Advertisment
Chhattisgarh Naxal Encounter
Advertisment
Related Articles
Advertisment