/odishatv-khabar/media/media_files/2026/01/26/president-2026-01-26-14-50-32.jpg)
President Photograph: (OTV)
ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହୋଇଛନ୍ତି ବାଲେଶ୍ୱରର ପଥର ଶିଳ୍ପୀ ଉପେନ୍ଦ୍ର ବେହେରା। ଗତ ନଭେମ୍ବର ୨୭ ତାରିଖରେ ଲୋକ ଭବନ ସମ୍ମୁଖରେ ବିଶ୍ୱରୂପ ମୂର୍ତ୍ତି ଉଦ୍ଘାଟନ ହୋଇଥିଲା। ଯାହାକୁ ନିର୍ମାଣ କରିଥିଲେ ଉପେନ୍ଦ୍ର । ଏହାକୁ ରାଷ୍ଟ୍ରପତି ଉଦ୍ଘାଟନ କରିଥିଲେ।
Advertisment
ଏହି ପ୍ରତିମୂର୍ତ୍ତି ରାଷ୍ଟ୍ରପତିଙ୍କୁ ବେଶ ଭଲ ଲାଗିଥିଲା। କିନ୍ତୁ ପ୍ରୋଟକଲ ପାଇଁ ସେତେବେଳେ ରାଷ୍ଟ୍ରପତିଙ୍କୁ ଭେଟି ପାରିନଥିଲେ ଉପେନ୍ଦ୍ର । ଏନେଇ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ପରେ ଡିସେମ୍ବର ୩ରେ ରାଷ୍ଟ୍ରପତି ଭବନରୁ ଡକରା ଆସିଥିଲା। ଆଉ ରାଷ୍ଟ୍ରପତିଙ୍କୁ ଭେଟିବାର ସୁଯୋଗ ପାଇଥିଲେ ଉପେନ୍ଦ୍ର।
ପଥରରେ ପ୍ରାଣ ଭରିଲେ ଉପେନ୍ଦ୍ର
ରାଷ୍ଟ୍ରପତିଙ୍କ ମନ ଜିତିଲେ ବାଲେଶ୍ୱରର ପଥର ଶିଳ୍ପୀ
ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା ପରେ ଆସିଲା ରାଷ୍ଟ୍ରପତି ଭବନରୁ ଡକରା
ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କଲେ ଉପେନ୍ଦ୍ର ବେହେରା
Advertisment
Advertisment



Related Articles
Ferry Sinking: ମଝି ସମୁଦ୍ରରେ ବୁଡିଲା ଜାହାଜ, ୧୫ରୁ ଉର୍ଦ୍ଧ୍ବ ମୃତଦେହ ଉଦ୍ଧାର, ଅନେକ ନିଖୋଜ
POSTED

Open Fire At Soccer Field: ଫୁଟବଲ୍ ପଡିଆ ରକ୍ତରଞ୍ଜିତ, ଆଖିବୁଜା ଗୁଳିମାଡରେ ୧୧ ମୃତ
POSTED

From Lord Ram to Dashrath: ରାମ ଠାରୁ ଦଶରଥ: ଅରୁଣ ଗୋଭିଲଙ୍କ ନୂଆ ଭୂମିକା ନେଇ ଚର୍ଚ୍ଚା
POSTED

Toddler Assaulted in Deogarh: ଦେବଗଡ଼ରେ ଲଜ୍ଜା! ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ଶିଶୁକନ୍ୟା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)