ଦୁଲୁକୁଛି ବଡ଼ଦାଣ୍ଡ...ଲାଗିଛି ଭକ୍ତଙ୍କ ଗହଳିଚହଳି। ସମସ୍ତଙ୍କ ଅପେକ୍ଷା...ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ କେତେବେଳେ ଶ୍ରୀମନ୍ଦିରରୁ ବାହାରିବେ କାଳିଆ ସାଆନ୍ତ ଆଉ ରଥ ଉପରେ ବିଜେ କରିବେ। ଭକ୍ତ ମନ ବ୍ୟାକୁଳ...ରଥ ଉପରେ କାଳିଆ ସାଆନ୍ତଙ୍କୁ ଦର୍ଶନ କରି ଚର୍ମଚକ୍ଷୁ ପବିତ୍ର କରିବେ। ଘର ଘର ନାଦ କରି ଗଡ଼ିବ ନନ୍ଦିଘୋଷ ଆଉ ସେଇ ନାଦରେ ନିନାଦିତ ହେବେ ଭକ୍ତ ଆଉ ଲଭିବେ କୋଟିଜନ୍ମର ପୂଣ୍ୟ । ପ୍ରତିବର୍ଷ ଯେବେ ଆଷାଢ ଦ୍ୱିତୀୟା ତିଥି ଶୁକ୍ଳପକ୍ଷ ପଡ଼େ ସେହିଦିନ ଶ୍ରୀଜୀଉଙ୍କ ହୋଇଥାଏ ଏହି ପତିତପାବନ ଲୀଳା...ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। କାଳିଆର ଏହି ଅପୂର୍ବ ଯାତ୍ରାକୁ ନେଇ ରହିଛି ଅନେକ କଥା...ଅନେକ କାହାଣୀ। ଏସବୁର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁ otvkhabar.in
14:28 PM
ଚାରମାଳ ଉପରେ ମହାପ୍ରଭୁ ଅତ୍ୟଧିକ ଢଳିପଡିଥିବା ଦେଖିବାକୁ ମିଳିଥିଲା । ସେବାୟତମାନେ ପହଣ୍ଡିରେ ନେବାବେଳେ ହଠାତ୍ ଢଳି ପଡିଥିଲେ ଶ୍ରୀଜଗନ୍ନାଥ, ଅଧିକ ପଢ଼ନ୍ତୁ...
20:41 PM
20:40 PM
19:24 PM
19:12 PM
19:06 PM
19:03 PM
18:51 PM
18:50 PM
18:39 PM
11:19 AM
11:18 AM
11:18 AM
11:17 AM
ଆଜି ଆଡ଼ପ ମଣ୍ଡପ ବିଜେ କରିବେ ତିନି ଠାକୁର। ମହାପ୍ରଭୁ ଆଜି ସନ୍ଧ୍ୟା ଯାଏ ରଥ ଉପରେ ଭକ୍ତଙ୍କ ଦର୍ଶନ ଦେବେ। ଏହାପରେ ଆଡ଼ପ ମଣ୍ଡପ ବିଜେ ଆରମ୍ଭ ହେବ। ଆହୁରି ପଢ଼ନ୍ତୁ...
23:12 PM
ରଥଯାତ୍ରାରେ ଛେରା ପହଁରା କରିଥାନ୍ତି ରାଜାା ଶ୍ରୀକ୍ଷେତ୍ରଠୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଗନ୍ନାଥ ସଂସ୍କୃତିରେ ଛେରା ପହଁରା ରାଜା କରିବା ପରମ୍ପରା ରହିଛି। କିନ୍ତୁ ଏମିତି କିଛି ଅଞ୍ଚଳ ରହିଛି ଯେଉଁଠି ମହାରାଣୀ, ରାଜଜେମାମାନେ ଛେରାପହଁରା କରନ୍ତି। ଗଞ୍ଜାମ ଧରାକୋଟ ରଥଯାତ୍ରାରେ ଛେରା ପହଁରା ସହ ଯାତ୍ରାର ସମ୍ପାଦନା କରିଛନ୍ତି ରାଜା ସାହେବ ଅର୍ଥାତ ରାଜଜେମା ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ଆହୁରି ପଢନ୍ତୁ...
22:43 PM
ଭକ୍ତର ମନୋବାଞ୍ଛା ହେଉ କି ଭଗବାନଙ୍କ ଲୀଳା। ରଥଯାତ୍ରା ଦିନ ଶରଧାବାଲିକୁ ବିଜେ ନକରିଅଧା ବାଟରେ ଅଟକି ରହିଥିଲେ ଲୀଳାମୟ ଜଗନ୍ନାଥ। ତେବେ ଆଜି ପୁଣି ହଜାର ହଜାର ଭକ୍ତଙ୍କ ଭକ୍ତିମୟ ଉପସ୍ଥିତିରେ ସରିଛି ରଥଟଣା। ଶରଧାବାଲିରେ ଲାଗିଛି ଦର୍ପଦଳନ ଓ ନନ୍ଦିଘୋଷ। ଆହୁରି ପଢନ୍ତୁ...
17:37 PM
17:36 PM
17:36 PM
17:35 PM
17:35 PM
ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସାଲବେଗ, ବନ୍ଧୁ ମହାନ୍ତି ଥିଓରି। ପୁରୀ ରଥଯାତ୍ରାରେ ଗତକାଲି ତିନି ଦିଅଁଙ୍କ ରଥ ଶରଧାବାଲିରେ ପହଞ୍ଚି ନ ପାରିବା ପ୍ରସଙ୍ଗରେ ରଂଜନ ଦାଶ ଏହି ଥିଓରିର ଅବତାରଣା କରିଛନ୍ତି। ଗତକାଲି ନିର୍ଦ୍ଧାରିତ ସମୟ ଆଗରୁ ତିନି ଦିଅଁ ରଥାରୁଢ଼ ହୋଇଥିଲେ, ରଥ ଟଣା ମଧ୍ୟ ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା। ତଥାପି କେବଳ ବଳଭଦ୍ରଙ୍କ ରଥ ଶରଧାବାଲିରେ ପହଞ୍ଚି ପାରିଥିଲା । ବାଟରେ ଅଟକି ରହିଥିଲା ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ । ଆହୁରି ପଢନ୍ତୁ...
17:35 PM
17:34 PM
17:34 PM
17:34 PM
16:40 PM
ଭୋକରେ ମହାପ୍ରଭୁ । ରଥ ଉପରେ ନୀତି ବିଳମ୍ବ ଯୋଗୁଁ ଏବେ ହୋଇପାରିନି ଶ୍ରୀଜିଉଙ୍କ ଗୋପାଳବଲ୍ଲଭ ନୀତି । ଆଜି ସକାଳେ ପୁଣି ଥରେ ରଥ ଟଣା ଯାଏ ଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଅଣାଯାଇଥିଲା । ତେବେ ସକାଳେ କେବଳ ଅବକାଶ ନୀତି ସରିଥିଲେ ବି ହୋଇପାରିନି ଗୋପାଳବଲ୍ଲଭ । ଅଧିକ ପଢ଼ନ୍ତୁ
16:32 PM
16:32 PM
16:31 PM
16:30 PM
16:29 PM
14:38 PM
14:36 PM
14:35 PM
13:13 PM
13:12 PM
12:50 PM
12:36 PM
11:29 AM
11:27 AM
11:14 AM
11:13 AM
11:09 AM
11:05 AM
ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ଭାଉ ଭଉଣୀଙ୍କୁ ଧରି ମାଉସୀ ମା’ ଘରେ ପହଞ୍ଚିଲେ କାଳିଆ ଠାକୁର । ଶରଧାବାଲିରେ ଲାଗିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ । ଅଧିକ ପଢ଼ନ୍ତୁ
10:52 AM
10:51 AM
10:28 AM
10:20 AM
10:20 AM
10:19 AM
10:05 AM
09:44 AM
09:38 AM
ଶ୍ରୀକ୍ଷେତ୍ରରେ ଆଜି ପୁଣି ଆରମ୍ଭ ହୋଇଛି ରଥଟଣା । ଅଧା ବାଟରେ ଅଟକି ରହିଥିବା କାଳିଆର ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଟଣା ହେଉଛି । ଅଧିକ ପଢ଼ନ୍ତୁ
09:15 AM
09:13 AM
23:27 PM
ଶରଧାବାଲିରେ ଲାଗିଲା ତାଳଧ୍ୱଜ। ବାଟରେ ଅଟକି ରହିଲେ ଦେବଦଳନ ଓ ନନ୍ଦିଘୋଷ। ଜନ୍ମବେଦୀ ଅଭିମୁଖେ ନବ ଦିନାତ୍ମକ ଘୋଷଯାତ୍ରାରେ ବାହାରି ଥିବା ଶ୍ରୀଜିଉଙ୍କ ୩ଟି ଯାକ ରଥ। ଆଜି ସଂଧ୍ୟା ସୁଦ୍ଧା ଶରଧାବାଲିରେ ଲାଗି ପାରିନି। କେବଳ ବଳଭଦ୍ରଙ୍କ ତାଳଧ୍ୱଜ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ପାରିଛି। ଆହୁରି ପଢନ୍ତୁ...
21:37 PM
19:29 PM
ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି ମହାପ୍ରଭୁ ଜଗନ୍ନାଥ। ସଅଳ ପହଣ୍ଡି ଓ ରଥ ଟଣା ସତ୍ତ୍ବେ ଏପର୍ଯ୍ୟନ୍ତ ଶରଧାବାଲିରେ ରଥ ପହଞ୍ଚିପାରିନି। ଏବେ ବି ଜାରି ରହିଛି ରଥଟଣା। ଶେଷ ଖବର ସୁଦ୍ଧା ସୁଭଦ୍ରା ଓ ବଳଭଦ୍ରଙ୍କ ରଥ ମେଡିକାଲ ଛକରେ ପହଞ୍ଚିଥିଲା ବେଳେ, ଜଗନ୍ନାଥଙ୍କ ରଥ ମାର୍କେଟ୍ ଛକ ପାଖରେ ପହଞ୍ଚିଛି। ଆହୁରି ପଢନ୍ତୁ...
18:42 PM
18:26 PM
18:13 PM
17:55 PM
17:50 PM
17:49 PM
17:29 PM
17:20 PM
17:17 PM
17:13 PM
17:12 PM
17:10 PM
16:53 PM
16:53 PM
16:41 PM
16:33 PM
ରଥଟଣା ସମୟରେ ଘଟିଛି ଅଘଟଣ। ରଥଟଣା ବେଳେ ମରିଚିକୋଟ ଛକରେ ଠେଲାପେଲା ହୋଇଛି । ଅଧିକ ଭିଡ଼ ଯୋଗୁଁ ଏପରି ସ୍ଥିତି ଉପୁଜିଛି । ଆହୁରି ପଢନ୍ତୁ...
16:24 PM
16:20 PM
16:13 PM
16:09 PM
ଆରମ୍ଭ ହେଲା ରଥଟଣା, ବଡ଼ଦାଣ୍ଡରେ ଗଡ଼ିଲା ରଥ । ଲକ୍ଷାଧିକ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ ହୋଇଛି । ଆଜି ୩ଟା ୪ ମିନିଟରେ ହୁଳହୁଳି, ହରିବୋଲ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ବଡ଼ଦାଣ୍ଡରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି । ଆହୁରି ପଢନ୍ତୁ...
16:08 PM
16:07 PM
16:00 PM
15:58 PM
15:49 PM
15:47 PM
15:34 PM
15:29 PM
15:24 PM
15:20 PM
15:12 PM
14:38 PM
14:26 PM
14:25 PM
14:15 PM
14:06 PM
14:01 PM
14:00 PM
14:00 PM
13:51 PM
13:41 PM
13:40 PM
13:26 PM
13:25 PM
13:22 PM
13:22 PM
13:19 PM
13:16 PM
13:15 PM
13:15 PM
13:10 PM
12:51 PM
12:39 PM
12:38 PM
12:26 PM
12:26 PM
12:25 PM
12:18 PM
12:18 PM
12:17 PM
12:16 PM
12:04 PM
12:03 PM
12:03 PM
12:02 PM
12:01 PM
12:01 PM
11:46 AM
11:46 AM
11:45 AM
11:42 AM
11:42 AM
11:28 AM
11:27 AM
11:26 AM
11:26 AM
11:25 AM
11:25 AM
11:09 AM
11:09 AM
ତୁମକୁ ଏ ଉନ୍ମୁକ୍ତ ବଡ଼ଦାଣ୍ଡରେ ଥରେ ଦେଖି, ତୁମର ସେ ବାହୁ ଯୁଗଳରେ ନିଜକୁ ହଜାଇ ଏ ପାପରୁ କ୍ଷଣିଏ ମୁକ୍ତି ଚାହୁଁ ପ୍ରଭୁ । ଆଉ ଅପେକ୍ଷା କରାଅନି ଆମକୁ । ଶୀଘ୍ର ଚାଲିଆସ। ଆଉ ଅଝଟ ହୁଅନି ବୋଲି କୁହୁଛି ଭକ୍ତ । ଆହୁରି ପଢ଼ନ୍ତୁ...
11:08 AM
ସୁଦର୍ଶନଙ୍କ ପରେ ବଡ଼ ଭାଇ ବଳଭଦ୍ର ବି ରଥରେ ବିଜେ କରିଛନ୍ତି । ତାଙ୍କ ପରେ ପରେ ଧାଡ଼ି ପହଣ୍ଡିରେ ଆସି ଦେବୀ ଭଭଦ୍ରା ବି ରଥରେ ବିରାଜମାନ ହୋଇଛନ୍ତି। ଆହୁରି ପଢ଼ନ୍ତୁ...
10:57 AM
10:45 AM
10:43 AM
10:41 AM
10:41 AM
10:40 AM
10:40 AM
10:39 AM
10:39 AM
10:39 AM
10:38 AM