Ratha Jatra
ଦୁଲୁକୁଛି ବଡ଼ଦାଣ୍ଡ...ଲାଗିଛି ଭକ୍ତଙ୍କ ଗହଳିଚହଳି। ସମସ୍ତଙ୍କ ଅପେକ୍ଷା...ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ କେତେବେଳେ ଶ୍ରୀମନ୍ଦିରରୁ ବାହାରିବେ କାଳିଆ ସାଆନ୍ତ ଆଉ ରଥ ଉପରେ ବିଜେ କରିବେ। ଭକ୍ତ ମନ ବ୍ୟାକୁଳ...ରଥ ଉପରେ କାଳିଆ ସାଆନ୍ତଙ୍କୁ ଦର୍ଶନ କରି ଚର୍ମଚକ୍ଷୁ ପବିତ୍ର କରିବେ। ଘର ଘର ନାଦ କରି ଗଡ଼ିବ ନନ୍ଦିଘୋଷ ଆଉ ସେଇ ନାଦରେ ନିନାଦିତ ହେବେ ଭକ୍ତ ଆଉ ଲଭିବେ କୋଟିଜନ୍ମର ପୂଣ୍ୟ । ପ୍ରତିବର୍ଷ ଯେବେ ଆଷାଢ ଦ୍ୱିତୀୟା ତିଥି ଶୁକ୍ଳପକ୍ଷ ପଡ଼େ ସେହିଦିନ ଶ୍ରୀଜୀଉଙ୍କ ହୋଇଥାଏ ଏହି ପତିତପାବନ ଲୀଳା...ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। କାଳିଆର ଏହି ଅପୂର୍ବ ଯାତ୍ରାକୁ ନେଇ ରହିଛି ଅନେକ କଥା...ଅନେକ କାହାଣୀ। ଏସବୁର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁ otvkhabar.in
- Jun 23, 2023 14:28 IST
ଏ କି ସଙ୍କେତ ? ପହଣ୍ଡି ବେଳେ ଢଳିପଡ଼ିଲେ ଜଗନ୍ନାଥ
ଚାରମାଳ ଉପରେ ମହାପ୍ରଭୁ ଅତ୍ୟଧିକ ଢଳିପଡିଥିବା ଦେଖିବାକୁ ମିଳିଥିଲା । ସେବାୟତମାନେ ପହଣ୍ଡିରେ ନେବାବେଳେ ହଠାତ୍ ଢଳି ପଡିଥିଲେ ଶ୍ରୀଜଗନ୍ନାଥ, ଅଧିକ ପଢ଼ନ୍ତୁ...
- Jun 22, 2023 20:41 IST
ଆଜି ଆଡପ ମଣ୍ଡପ ବିଜେ ପରେ ପରେ ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ସମ୍ପନ୍ନ ହେବ ।
- Jun 22, 2023 20:40 IST
କାଲିଠୁ ଜନ୍ମବେଦୀରେ ଦର୍ଶନ, ମହମହ ବାସିବ ଆଡ଼ପ ଅବଢ଼ା
- Jun 22, 2023 19:24 IST
ଶ୍ରୀଜିଉଙ୍କର ଆଜି ଚାଲିଛି ଆଡ଼ପ ବିଜେ। ରତ୍ନବେଦୀରୁ ବାହାରିଥିଲେ ଧାଡ଼ି ପହଣ୍ଡିରେ, ଜନ୍ମବେଦୀକୁ ବିଜେ କରୁଛନ୍ତି ଗୋଟି ପହଣ୍ଡିରେ
- Jun 22, 2023 19:12 IST
ବଡଠାକୁର ବଳଭଦ୍ରଙ୍କ ଆଡପ ବିଜେ ପହଣ୍ଡି ନୀତି
/odishatv-khabar/media/post_attachments/media/FzOyPiqaQAI-QZ7.png)
- Jun 22, 2023 19:06 IST
ଦେଖନ୍ତୁ ଶ୍ରୀ ସୁଦର୍ଶନ, ଶ୍ରୀ ମଦନମୋହନ ଏବଂ ଶ୍ରୀରାମକୃଷ୍ଣଙ୍କ ପହଣ୍ଡି ବେଳର ଦୃଶ୍ୟ
- Jun 22, 2023 19:03 IST
କି ଶୋଭା.. ବାଜି ଉଠିଲା ବିଜେ କାହାଳୀ
- Jun 22, 2023 18:51 IST
ନାଇଜେରିଆରେ ଗଡ଼ିଲା ରଥ.... ଜୟ ଜୟ ଜଗନ୍ନାଥ ଧ୍ୱନୀରେ କମ୍ପିଲା ଗଗନ ପବନ.. ଭାବବିହ୍ୱଳ ଭକ୍ତ
- Jun 22, 2023 18:50 IST
କାଳିଆ ପ୍ରେମରେ କଲମ୍ୱିଆର ଭକ୍ତ
- Jun 22, 2023 18:39 IST
ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ
- Jun 22, 2023 11:19 IST
କାଲିଠୁ ଶ୍ରଦ୍ଧାଳୁଙ୍କ ପାଇଁ ବାହାରିବ ଆଡ଼ପ ଅବଢ଼ା
- Jun 22, 2023 11:18 IST
ମାଉସୀ ମାଆ ମନ୍ଦିରରେ ବ୍ରହ୍ମ ତାଳଧ୍ୱଜ ରଥ
- Jun 22, 2023 11:18 IST
ଗୁଣ୍ଡିଚା ମନ୍ଦିରକୁ ନିଆଗଲା ରତ୍ନ ପଲଙ୍କ
- Jun 22, 2023 11:17 IST
ଆଜି ଆଡ଼ପ ମଣ୍ଡପ ବିଜେ: ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଆଜି ଆଡ଼ପ ମଣ୍ଡପ ବିଜେ କରିବେ ତିନି ଠାକୁର। ମହାପ୍ରଭୁ ଆଜି ସନ୍ଧ୍ୟା ଯାଏ ରଥ ଉପରେ ଭକ୍ତଙ୍କ ଦର୍ଶନ ଦେବେ। ଏହାପରେ ଆଡ଼ପ ମଣ୍ଡପ ବିଜେ ଆରମ୍ଭ ହେବ। ଆହୁରି ପଢ଼ନ୍ତୁ...
- Jun 21, 2023 23:12 IST
ଗଞ୍ଜାମ ଧରାକୋଟ, ଯାଜପୁର ଗଡ଼ ମଧୁପୁରରେ ରାଣୀଙ୍କ ରଥଯାତ୍ରା
ରଥଯାତ୍ରାରେ ଛେରା ପହଁରା କରିଥାନ୍ତି ରାଜାା ଶ୍ରୀକ୍ଷେତ୍ରଠୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଗନ୍ନାଥ ସଂସ୍କୃତିରେ ଛେରା ପହଁରା ରାଜା କରିବା ପରମ୍ପରା ରହିଛି। କିନ୍ତୁ ଏମିତି କିଛି ଅଞ୍ଚଳ ରହିଛି ଯେଉଁଠି ମହାରାଣୀ, ରାଜଜେମାମାନେ ଛେରାପହଁରା କରନ୍ତି। ଗଞ୍ଜାମ ଧରାକୋଟ ରଥଯାତ୍ରାରେ ଛେରା ପହଁରା ସହ ଯାତ୍ରାର ସମ୍ପାଦନା କରିଛନ୍ତି ରାଜା ସାହେବ ଅର୍ଥାତ ରାଜଜେମା ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ଆହୁରି ପଢନ୍ତୁ...
- Jun 21, 2023 22:43 IST
ଘୋଷଯାତ୍ରାର ଦ୍ୱିତୀୟ ଦିନରେ ବି କମ୍ପିଲା ବଡ଼ଦାଣ୍ଡ
ଭକ୍ତର ମନୋବାଞ୍ଛା ହେଉ କି ଭଗବାନଙ୍କ ଲୀଳା। ରଥଯାତ୍ରା ଦିନ ଶରଧାବାଲିକୁ ବିଜେ ନକରିଅଧା ବାଟରେ ଅଟକି ରହିଥିଲେ ଲୀଳାମୟ ଜଗନ୍ନାଥ। ତେବେ ଆଜି ପୁଣି ହଜାର ହଜାର ଭକ୍ତଙ୍କ ଭକ୍ତିମୟ ଉପସ୍ଥିତିରେ ସରିଛି ରଥଟଣା। ଶରଧାବାଲିରେ ଲାଗିଛି ଦର୍ପଦଳନ ଓ ନନ୍ଦିଘୋଷ। ଆହୁରି ପଢନ୍ତୁ...
- Jun 21, 2023 17:37 IST
ଲୋକ କହୁଥାନ୍ତି ରଥ ରହିଗଲା ବହୁତ ଭଲ ହେଲା । ଲକ୍ଷାଧିକ ଲୋକ ବହୁ ସୁନ୍ଦର ଭାବେ ଦର୍ଶନ କରିଛନ୍ତି । ଲୋକେ କାଲିଠୁ ଆଜି ବହୁତ ଉତ୍ସାହିତ । ଏଇଟା ପ୍ରଭୁଙ୍କର ଇଚ୍ଛା ।
- Jun 21, 2023 17:36 IST
କେନ୍ଦ୍ରାପଡ଼ାରେ ବଳଦେବଜୀଉଙ୍କ ରଥ ଟାଣିଲେ ବିଜେପି ରାଷ୍ଟ୍ର୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
- Jun 21, 2023 17:36 IST
ରଥ ଉପରେ ନୀତି ବିଳମ୍ବ ଯୋଗୁଁ ଏବେ ହୋଇପାରିନି ଶ୍ରୀଜିଉଙ୍କ ଗୋପାଳବଲ୍ଲଭ ନୀତି । ସକାଳେ କେବଳ ଅବକାଶ ନୀତି ସରିଥିଲେ ବି ହୋଇପାରିନି ଗୋପାଳବଲ୍ଲଭ ।
- Jun 21, 2023 17:35 IST
ଇଏ ସରକାରୀ ଥିଓରୀ, କାହିଁକି ଅଟକିଲା ରଥ ?
- Jun 21, 2023 17:35 IST
ସାଲବେଗ, ବନ୍ଧୁ ମହାନ୍ତିଙ୍କୁ ମହାପ୍ରଭୁଙ୍କ ଅପେକ୍ଷା !
ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସାଲବେଗ, ବନ୍ଧୁ ମହାନ୍ତି ଥିଓରି। ପୁରୀ ରଥଯାତ୍ରାରେ ଗତକାଲି ତିନି ଦିଅଁଙ୍କ ରଥ ଶରଧାବାଲିରେ ପହଞ୍ଚି ନ ପାରିବା ପ୍ରସଙ୍ଗରେ ରଂଜନ ଦାଶ ଏହି ଥିଓରିର ଅବତାରଣା କରିଛନ୍ତି। ଗତକାଲି ନିର୍ଦ୍ଧାରିତ ସମୟ ଆଗରୁ ତିନି ଦିଅଁ ରଥାରୁଢ଼ ହୋଇଥିଲେ, ରଥ ଟଣା ମଧ୍ୟ ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା। ତଥାପି କେବଳ ବଳଭଦ୍ରଙ୍କ ରଥ ଶରଧାବାଲିରେ ପହଞ୍ଚି ପାରିଥିଲା । ବାଟରେ ଅଟକି ରହିଥିଲା ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ । ଆହୁରି ପଢନ୍ତୁ...
- Jun 21, 2023 17:35 IST
ରଥ ଗଡିବା ପରେ ବଡଦାଣ୍ଡ ସଫାକଲେ ସ୍ୱେଚ୍ଛାସେବୀ
- Jun 21, 2023 17:34 IST
ରଥରେ ବିନା ପାସଧାରୀ ଲୋକ ବହୁତ ଥିଲେ, କହିଲେ ବରିଷ୍ଠ ସେବାୟତ
- Jun 21, 2023 17:34 IST
ଭକ୍ତମାନଙ୍କ ପାଇଁ ପୁଣି ଆଉ ଗୋଟିଏ ଦିନର ସୁଯୋଗ । କାଲି କରିବେ ଆଡପ ବିଜେ । ରଥରେ ରହିବେ ଚତୁର୍ଦ୍ଧା ମୂର୍ତ୍ତି ।
- Jun 21, 2023 17:34 IST
ଡାହୁକ ବୋଲିରେ ଗଡେ ରଥ । ବୋଲି ସାଙ୍ଗକୁ ବେତ ହଲେଇଦେଲେ ଆଗକୁ ମାଡିମାଡି ଚାଲେ ରଥ । ଅନୁଭୂତି କହିଲେ ଡାହୁକ ।
- Jun 21, 2023 17:29 IST
ରଥଯାତ୍ରା: ନୀତିରେ ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ
ଭୋକରେ ମହାପ୍ରଭୁ । ରଥ ଉପରେ ନୀତି ବିଳମ୍ବ ଯୋଗୁଁ ଏବେ ହୋଇପାରିନି ଶ୍ରୀଜିଉଙ୍କ ଗୋପାଳବଲ୍ଲଭ ନୀତି । ଆଜି ସକାଳେ ପୁଣି ଥରେ ରଥ ଟଣା ଯାଏ ଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଅଣାଯାଇଥିଲା । ତେବେ ସକାଳେ କେବଳ ଅବକାଶ ନୀତି ସରିଥିଲେ ବି ହୋଇପାରିନି ଗୋପାଳବଲ୍ଲଭ । ଅଧିକ ପଢ଼ନ୍ତୁ
- Jun 21, 2023 16:32 IST
ଇଏ ସରକାରୀ ଥିଓରୀ, କାହିଁକି ଅଟକିଲା ରଥ ?
- Jun 21, 2023 16:32 IST
ଭକ୍ତଙ୍କ ପାଇଁ ଅପୂର୍ବ ସୁଯୋଗ, ଭକ୍ତିର ପରିବେଶ
- Jun 21, 2023 16:31 IST
ଭୋକରେ ରହିଛନ୍ତି ମହାପ୍ରଭୁ
- Jun 21, 2023 16:30 IST
ଏମିତି ଡାକନ୍ତି ଡାହୁକ, ଜୋରରେ ଗଡେ ରଥ
- Jun 21, 2023 16:29 IST
କେତେ ପୁଣ୍ୟ କରିଥିଲି..ଆଜି ମହାପ୍ରଭୁଙ୍କ ଦର୍ଶନ କଲି
- Jun 21, 2023 14:38 IST
ଗୀତରେ ଗୀତରେ ଜଗନ୍ନାଥ
- Jun 21, 2023 14:36 IST
ନୀତି ନିର୍ଘଣ୍ଟ ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା
- Jun 21, 2023 14:35 IST
ନୀତିରେ ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ
- Jun 21, 2023 13:13 IST
କିଏ ଡାକିଥିଲା ଚନ୍ଦନପୁରରେ ମହାପ୍ରଭୁ ଅଟକିଥିଲେ
- Jun 21, 2023 13:12 IST
ଆଖିରୁ ବାହାରି ଯାଉଛି ଆନନ୍ଦାଶ୍ରୁ
- Jun 21, 2023 12:50 IST
ପୋଲିସ୍ କର୍ଡନରେ ମହାପ୍ରଭୁଙ୍କ ରଥ
- Jun 21, 2023 12:36 IST
ମହାପ୍ରଭୁଙ୍କ ରଥ ଟାଣିବାକୁ ବିଦେଶରୁ ଛୁଟି ଆସିଛନ୍ତି ଭକ୍ତ
- Jun 21, 2023 11:29 IST
ତିନି ରଥରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି
- Jun 21, 2023 11:27 IST
ସକାଳୁ ସକାଳୁ ଭକ୍ତ ଟାଣିଲେ ରଥ
- Jun 21, 2023 11:14 IST
ଭାବରେ ଗଦଗଦ ହୋଇ କାନ୍ଦି ପକାଇଲେ ଭକ୍ତ
- Jun 21, 2023 11:13 IST
ଭକ୍ତଙ୍କ ମନ ବୁଝନ୍ତି ଜଗନ୍ନାଥ, ଏମିତି ଦିଅନ୍ତି ଦର୍ଶନ
- Jun 21, 2023 11:09 IST
ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ
- Jun 21, 2023 11:05 IST
ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ
ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ଭାଉ ଭଉଣୀଙ୍କୁ ଧରି ମାଉସୀ ମା’ ଘରେ ପହଞ୍ଚିଲେ କାଳିଆ ଠାକୁର । ଶରଧାବାଲିରେ ଲାଗିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ । ଅଧିକ ପଢ଼ନ୍ତୁ
- Jun 21, 2023 10:52 IST
ଭକତ ଭାବରେ ବନ୍ଧା ଜଗନ୍ନାଥ, ବହୁତ ବଢିଆ ଦର୍ଶନ ହେଲା
- Jun 21, 2023 10:51 IST
'ଜୟ ଜଗନ୍ନାଥ' ଧ୍ୱନୀରେ କଂପୁଛି ଶ୍ରୀକ୍ଷେତ୍ର
- Jun 21, 2023 10:28 IST
ପୁଣି ଭକ୍ତଙ୍କୁ ମିଳିଲା ସୌଭାଗ୍ୟ
- Jun 21, 2023 10:20 IST
ଜଗନ୍ନାଥ ନ ଚାହିଁଥିଲେ ଆମେ ଆସି ପାରିନଥାନ୍ତୁ
- Jun 21, 2023 10:20 IST
ମହାପ୍ରଭୁଙ୍କୁ ଦେଖି ଭାବବିହ୍ୱଳ ଭକ୍ତ
- Jun 21, 2023 10:19 IST
ବଡ଼ଦାଣ୍ତରେ ନାଚୁଛନ୍ତି ବିଦେଶୀ ଭକ୍ତ
- {{ created_at }}{{ blog_title }}{{{ blog_content }}}
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687439387.jpg)