/odishatv-khabar/media/media_files/2026/02/23/iran-2026-02-23-19-38-09.jpg)
Iran Photograph: (OTV)
ଆମେରିକା-ଇରାନ ଉତ୍ତେଜନା ଭିତରେ ଭାରତୀୟଙ୍କୁ ଇରାନ ଛାଡ଼ିବାକୁ ପରାମର୍ଶ। ଭାରତ ନିଜ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦେଇଛି। ଇରାନରେ ରହୁଥିବା ଭାରତୀୟ ସେଠାରୁ ଚାଲିଆସିବାକୁ କୁହାଯାଇଛି।
Advertisment
ଛାତ୍ର, ପର୍ଯ୍ୟଟକ ଓ ବ୍ୟବସାୟୀଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ କୁହାଯାଇଛି। ଏହାପୂର୍ବରୁ ଚଳିତ ମାସ ଜାନୁଆରୀ ୫ ତାରିଖରେ ମଧ୍ୟ ଭାରତୀୟ ଦୂତାବାସ ପକ୍ଷରୁ ଏପରି ପରାମର୍ଶ ଜାରି କରାଯାଇଥିଲା। ଇରାନ ଉପରେ କେଉଁ ମୁହୂର୍ତ୍ତରେ ବି ଆକ୍ରମଣ କରିପାରେ ଆମେରିକା। ଏହାକୁ ଦୃଷ୍ଟିରେ ରଖି ସତର୍କତା ପଦକ୍ଷେପ ମୂଳକ ଆଡଭାଇଜରୀ ଜାରି କରାଯାଇଛି ।
ତୁରନ୍ତ ଛାଡ଼ିବାକୁ ନିର୍ଦ୍ଦେଶ
ଭାରତୀୟଙ୍କୁ ଇରାନ ଛାଡ଼ିବାକୁ ଭାରତୀୟ ଦୂତାବାସର ପରାମର୍ଶ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା କରି ତୁରନ୍ତ ଛାଡ଼ିବାକୁ ନିର୍ଦ୍ଦେଶ
ଛାତ୍ର, ପର୍ଯ୍ୟଟକ ଓ ବ୍ୟବସାୟୀଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ
ଇରାନ ଉପରେ କେଉଁ ମୁହୂର୍ତ୍ତରେ ଆକ୍ରମଣ କରିପାରେ ଆମେରିକା
Advertisment
Advertisment


Related Articles
Tragedy Over ₹30: ମାତ୍ର ୩୦ ଟଙ୍କା ପାଇଁ କିନ୍ନର ଅଞ୍ଜଳିଙ୍କୁ କରାଯାଇଛି ହତ୍ୟା, ଆଉ ଜଣେ ଅଭିଯୁକ୍ତ ଗିରଫ
POSTED

Political Heat Rises: ଆସନ୍ତାକାଲି ବିଜେଡିର ବିଶାଳ ଚାଷୀ ସମାବେଶ, ବିକ୍ଷୋଭକୁ ଓହ୍ଲାଇବେ ନବୀନ ପଟ୍ଟନାୟକ
POSTED

CM Tables Data in Assembly: ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୯୪ ହଜାର ୪୮୫ ପଦବୀ, ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)