/odishatv-khabar/media/media_files/2025/11/09/mohana-sarapancha-2025-11-09-17-59-36.jpg)
Mohana-Sarapancha Photograph: (OTV)
ଲୋକଙ୍କପାଇଁକଳାକୋର୍ଟପିନ୍ଧିଛନ୍ତି । ନ୍ୟାୟରଲଢ଼େଇଲଢ଼ିବାକୁଶପଥନେଇଛନ୍ତି । ଦିନେଯିଏସରପଞ୍ଚହୋଇଜନତାଙ୍କସେବାକରୁଥିଲେଏବେସେଓକିଲହୋଇସାଧାରଣଲୋକଟିଏକୁନ୍ୟାୟଦେଉଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ କଟାମା ଗାଁର ରୀନା ପ୍ରଧାନ । ଦିନେରୀନା ରାଜନୀତିରୁକ୍ୟାରିୟର ଆରମ୍ଭ କରିଥଲେ । ୨୦୧୭ରୁ ୨୦୨୨ ଯାଏ ସରପଞ୍ଚ ହୋଇଥିଲେ । ହେଲେଏବେସେ ଲ’ ପାସ୍କରିଓକିଲହୋଇଲୋକଙ୍କପାଇଁଆଇନରଲଢ଼େଇକରୁଛନ୍ତି।
ରୀନା ଜଣେ ଆଦିବାସୀ ମହଳା ।ଯିଏକିପ୍ରଥମକରିନିଜଅଞ୍ଚଳରେଆଦିବାସୀମହିଳାଭାବେ ଆଇନଜୀବୀ ହୋଇଛନ୍ତି।ଚଳିତ ବର୍ଷ ଲ’ ପାସ କରିବା ପରେ ବାର୍ କାଉନସିଲ ସଭ୍ୟ ହୋଇ ମୋହନା ଜେଏମ୍ଏଫସି କୋର୍ଟରେ ପ୍ରାକ୍ଟିସ୍ ଆରମ୍ଭ କରିଛନ୍ତି l ରୀନାଙ୍କ ଦୃଢ଼ ମନୋବଳ ଓ ସେବା ମନବୃତ୍ତି ଆଜି ତାଙ୍କୁ ଉପାନ୍ତ ଅଂଚଳର ଜଣେ ଆଇନଜୀବୀ ଭାବେ ପରିଚୟ ଦେଇଛିl ଯାହାକୁ ନେଇ ଅଞ୍ଚଳବାସୀ ରୀନାଙ୍କ ପାଇଁ ବେଶ ଗର୍ବ ଅନୁଭବ କରିଛନ୍ତି l
ରୀନାଙ୍କଇଚ୍ଛାଶକ୍ତିଆଜିତାଙ୍କୁଦେଇଛିସ୍ବତନ୍ତ୍ରପରିଚୟ।ମହିଳାଓଆଦିବାସୀଯୁବତୀଙ୍କପାଇଁରୀନାପାଲଟିଛନ୍ତିଉଦାହରଣ।
The Country That Is Living In 2017: ଏହି ଦେଶରେ ଚାଲିଛି ଏବେ ୨୦୧୭ ମସିହା... କ୍ୟାଲେଣ୍ଡରରେ ବର୍ଷକ ୧୩ ମାସ

IT Raid: ବିଜେଡି ନେତାଙ୍କ ଘରେ IT ରେଡ୍.. ଆୟକର ବିଭାଗର ବଡ ଚଢାଉ

VIP Vibes Repeat In Jail: ଜେଲରେ ଅପରାଧୀଙ୍କୁ VIP ଚର୍ଚ୍ଚା: ଫୋନ ଓ ଟିଭି ବ୍ୟବହାର କରୁଛନ୍ତି ଆତଙ୍କୀ ଓ ସିରିଏଲ କିଲର୍

Pakistan’s Food Crisis: ପାକିସ୍ତାନର ବିକଳ ସ୍ଥିତି: ମିଳୁନି ଅଟା, ଖାଦ୍ୟ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)