/odishatv-khabar/media/media_files/2025/11/03/srimandira-tribikram-darshana-2025-11-03-20-29-05.jpg)
SRIMANDIRA-TRIBIKRAM-DARSHANA Photograph: (OTV)
ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ମହାପ୍ରଭୁଙ୍କୁ ଆଡ଼କିଆ ବା ତ୍ରିବ୍ରିକ୍ରମ ବେଶରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆସନ୍ତାକାଲି ରହିଛି ଲକ୍ଷ୍ମୀ-ନୃସିଂହ ବା ଡାଳିକିଆ ବେଶ ଓ ତା ପରେ କାର୍ତ୍ତିକ ପୂର୍ଣ୍ଣମୀ। ମହୋଦଧିରେ ଡଙ୍ଗା ଛାଡ଼ି, ଜଗା ଦର୍ଶନ ସହ ମହାପ୍ରସାଦ ସେବନ କରି କାର୍ତ୍ତିକ ବ୍ରତ ସମାପନ ଲାଗି ଭକ୍ତ ଛୁଟି ଆସିବେ ପୁରୀ। ଏଭଳି ସ୍ଥିତିରେ ପୋଲିସ ପାଇଁ ପୁଣି ରହିଛି ବଡ଼ ଚ୍ୟାଲେଞ୍ଜ। ଗତକାଲିର ଅଘଟଣ ପରେ ଶ୍ରୀମନ୍ଦିରକୁ ଭିଆଇପି ଦର୍ଶନରେ ବ୍ରେକ୍ ଦିଆଯାଇଛି। ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ସହ ଶ୍ରୀମନ୍ଦିର ପ୍ରଶାସନ ମିଶି ଶୃଙ୍ଖଳିତ ଦର୍ଶନ, ନୀତିକାନ୍ତି ସଂଚାଳନ ଓ ଆନନ୍ଦବଜାର ଶୃଙ୍ଖଳାକୁ ଗୁରୁତ୍ବ ଦେଇଛି।
ଆଜି ପଞ୍ଚୁକର ଦ୍ବିତୀୟ ଦିନ
ମହାପ୍ରଭୁଙ୍କୁ ତ୍ରିବ୍ରିକ୍ରମ ବେଶରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
ଆସନ୍ତାକାଲି ଲକ୍ଷ୍ମୀ-ନୃସିଂହ ବା ଡାଳିକିଆ ବେଶ ଓ ତା ପରେ କାର୍ତ୍ତିକ ପୂର୍ଣ୍ଣମୀ
କାର୍ତ୍ତିକ ବ୍ରତ ସମାପନ ଲାଗି ଭକ୍ତ ଛୁଟି ଆସିବେ ପୁରୀ
ଗତକାଲିର ଅଘଟଣ ପରେ ଶ୍ରୀମନ୍ଦିରକୁ ଭିଆଇପି ଦର୍ଶନରେ ବ୍ରେକ୍
ଶୃଙ୍ଖଳିତ ଦର୍ଶନ, ନୀତିକାନ୍ତି ସଂଚାଳନ ଓ ଆନନ୍ଦବଜାର ଶୃଙ୍ଖଳାକୁ ଗୁରୁତ୍ବ
Sharp shooter Kurupati Bhuiyan Arrested: ପୀତବାସ ପଣ୍ଡା ହତ୍ୟା ମାମଲାରେ ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ, ଅଜ୍ଞାତ ସ୍ଥାନରେ ଚାଲିଛି ମାରାଥନ୍ ଜେରା

Indian Womens Team: ବିଜେତା ରାଣୀଙ୍କ ୫୨ କାହାଣୀ, ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍

Three Children Die: ପାଇଖାନା ଟାଙ୍କିରେ ଛକିଥିଲା ଯମ, ଚାଲିଗଲା ୩ ଜୀବନ

Finger Cut Instead: ଡ୍ରେସିଂ କରିବା ବଦଳରେ କାଟିଦେଲେ ଆଙ୍ଗୁଠି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)