Advertisment

Strong Rainfall Forecast for These Districts: ଆସିଲା ଚିତ୍ର ଏଇ ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ...

ସାରା ରାଜ୍ୟକୁ ଭିଜାଇବ ଲଘୁଚାପ ବର୍ଷା। ଧୋଇଯାଇପାରେ ଦଶହରା ଓ ରାବଣ ପୋଡ଼ି ମଜା। ମୂଷଳଧାରାରେ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି।

author-image
Tapan Swain

ସାରା ରାଜ୍ୟକୁ ଭିଜାଇବ ଲଘୁଚାପ ବର୍ଷା। ଧୋଇଯାଇପାରେ ଦଶହରା ଓ ରାବଣ ପୋଡ଼ି ମଜା। ମୂଷଳଧାରାରେ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। 

Advertisment
Heavy Rainfall Heavy Rainfall Alert
Advertisment
Related Articles
Advertisment