/odishatv-khabar/media/media_files/2025/11/24/humane-sagar-2025-11-24-19-43-04.jpg)
humane sagar Photograph: (OTV)
ମୃତ୍ୟୁ ପୂର୍ବରୁ ହ୍ୟୁମାନ ସାଗରଙ୍କ ସହଜ ଜୀବନ ବିତୁନଥିଲା। ଯେଉଁ କିଛି ବଡ଼ ରେକର୍ଡିଂ ଯାହା ସିଧା ହ୍ୟୁମାନଙ୍କ ସହ ଯୋଗାଯୋଗ ହେଉଥିଲା ସେ ସବୁକୁ ସେ ବାତିଲ କରୁଥିଲେ। ଗତ ଅଗଷ୍ଟ ୪ ତାରିଖରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କ ଷ୍ଟୁଡିଓ ରେକର୍ଡିଂକୁ ବାତିଲ କରିଥିଲେ ହ୍ୟୁମାନ। ଆଉ ଶେଷ ମୁହୂର୍ତ୍ତର ମେସେଜ୍ ଯାହା ଥିଲା ତାକୁ ପଢ଼ି ବିଶ୍ବାସ ବି କରି ପାରିନଥିଲେ ଶ୍ରୀକାନ୍ତ...ହ୍ୟୁମାନ ମେସେଜ୍ ରେ ଲେଖିଥିଲେ ଯେ ସାର୍ ମୁଁ ଆଉ ବଞ୍ଚିବାକୁ ଚାହୁଁନି, ମୁଁ ମରିବାକୁ ଚାହୁଛି ବୋଲି କହିଥିଲେ ହ୍ୟୁମାନ ସାଗର...
ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ। ମ୍ୟାନେଜର ଦିନେଶ ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଅଭିଯୋଗ।
ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି। କୋଶଳ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହ୍ୟୁମାନଙ୍କ ମ୍ୟାନେଜରଙ୍କ ନାଁରେ ଅନେକ ଅଭିଯୋଗ ହୋଇଛି...
ମୃତ୍ୟୁ ପୂର୍ବରୁ ହ୍ୟୁମାନ ସାଗରଙ୍କ ସହଜ ଜୀବନ ବିତୁନଥିଲା
ଜୀବନର ଜୁଆର ଭଟ୍ଟାକୁ ନିଇତି ମୁଣ୍ଡ ପାତି ସହୁଥିଲେ ହ୍ୟୁମାନ ସାଗର
ରେକର୍ଡିଂ ପାଇଁ ହ୍ୟୁମାନଙ୍କ ସହ ଯୋଗାଯୋଗ ହେଲେ ବାତିଲ କରୁଥିଲେ
ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କ ଷ୍ଟୁଡିଓ ରେକର୍ଡିଂକୁ ବାତିଲ କରିଥିଲେ
ମେସେଜ୍ ପଢ଼ି ବିଶ୍ବାସ ବି କରି ପାରିନଥିଲେ ଶ୍ରୀକାନ୍ତ
ହ୍ୟୁମାନ ମେସେଜରେ ଲେଖିଥିଲେ ଯେ ସାର୍ ମୁଁ ଆଉ ବଞ୍ଚିବାକୁ ଚାହୁଁନି
ମୁଁ ମରିବାକୁ ଚାହୁଛି ବୋଲି କହିଥିଲେ ହ୍ୟୁମାନ ସାଗର
Video Reveals: ସାମ୍ନାକୁ ଆସୁଛି ସତ, ପପୁଙ୍କ ଚାପରେ ହ୍ୟୁମାନ କରୁଥିଲେ ସୋ !

Pani Puri connection with Mahabharata: ମହାଭାରତରେ କିଏ ବନେଇଥିଲେ ଗୁପଚୁପ, କାହିଁକି ଓ କିଭଳି ଜାଣିବା ପାଇଁ ପଢ଼ନ୍ତୁ

Humane Sagar Viral Video: ହ୍ୟୁମାନଙ୍କ ଆଉ ଏକ ଭିଡିଓ ଭାଇରାଲ୍, ଷ୍ଟେଜରେ କହିଥିଲେ ନିଜ ଦେହ ଖରାପ

Veg Chowmein: ସୋମବାରରେ ସଂଧ୍ୟାରେ ବନାନ୍ତୁ ଟେଷ୍ଟି ଭେଜ ଚାଓମିନ , ସମସ୍ତେ ହୋଇଯିବେ ଖୁସି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)