/odishatv-khabar/media/media_files/2025/12/25/comedian-gulua-2025-12-25-13-42-52.jpg)
Comedian Gulua Photograph: (OTV)
କମେଡିଆନ୍ ଗୁଲୁଆଙ୍କ ଚାଞ୍ଚଲ୍ୟକର ଅଭିଯୋଗ। ଜୀବନ ପ୍ରତି ବିପଦ ଥିବା କହିଲେ ଗୁଲୁଆ। ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ସହାୟତା ମାଗିଛନ୍ତି। ଆଜି ସକାଳୁ ଭିଡିଓ କରି ଅଭିଯୋଗ କରିଛନ୍ତି। ସେଥିରେ କାହାରି ନାଁ ନନେଇ ଭାବବିହ୍ବଳ ହେଇ ଭିଡିଓ କରିଛନ୍ତି ଗୁଲୁଆ।
ତାଙ୍କୁ ହତ୍ୟା ଧମକ ଦେବା ସହ ୫୦ ଲକ୍ଷ ଟଙ୍କା ମଗାଯାଉଥିବା ଅଭିଯୋଗ। ଗଲା କିଛି ଦିନ ଧରି ତାଙ୍କୁ ହତ୍ୟା ଧମକ ଦିଆଯାଉଥିବାରୁ ସେ ମାନସିକ ଚାପରେ ରହିଛନ୍ତି। ଏନେଇ ପ୍ରଶାସନ ଓ ପୋଲିସକୁ ସହାୟତା ପାଇଁ ନିବେଦନ କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, କିଏ ଦେଉଛି ଗୁଲୁଆଙ୍କୁ ହତ୍ୟା ଧମକ? କାହା ପାଇଁ ଭିଡିଓ କଲେ ଗୁଲୁଆ?
• ‘ଗୁଲୁଆଙ୍କୁ ହତ୍ୟା ଧମକ’
• କମେଡିଆନ୍ ଗୁଲୁଆଙ୍କ ଚାଞ୍ଚଲ୍ୟକର ଭିଡିଓ
• ଜୀବନ ପ୍ରତି ବିପଦ ଥିବା କହିଲେ
• ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କଲେ
• ନାଁ ନନେଇ ଭାବବିହ୍ବଳ ହେଇ ଭିଡିଓ କରିଛନ୍ତି ଗୁଲୁଆ
• ୫୦ ଲକ୍ଷ ଟଙ୍କା ମଗାଯାଉଥିବା ଅଭିଯୋଗ
• ସହାୟତା ପାଇଁ ନିବେଦନ କଲେ ଗୁଲୁଆ
• ମାନସିକ ଯନ୍ତ୍ରଣାରେ ଥିବା କହିଲେ
• କିଏ ଦେଉଛି ଗୁଲୁଆଙ୍କୁ ହତ୍ୟା ଧମକ?
• କାହା ପାଇଁ ଭିଡିଓ କଲେ ଗୁଲୁଆ?
Mysterious Sightings: ମହୋଦଧିରେ ଭାସି ଆସିଲେ ମହାପ୍ରଭୁ, ବିଗ୍ରହକୁ କୂଳକୁ ଆଣିଲେ ଯୁବକ

Top Maoist Leader Killed: ବଡ ଏନକାଉଣ୍ଟର: ଟଳିଲା ଟପ୍ ମାଓ ନେତା ଗଣେଶ

Bangladesh: ୧୭ ବର୍ଷର ନିର୍ବାସନ ପରେ ଫେରିଲେ ତାରିକ୍; ବିସ୍ଫୋରଣରେ ଥରିଲା ବାଂଲାଦେଶ

Teacher Shot Dead: ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଶିକ୍ଷକଙ୍କୁ ଗୁଳିମାଡ, ଅଭିଯୁକ୍ତ ଫେରାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)