/odishatv-khabar/media/media_files/2025/10/17/exam-2025-10-17-16-13-37.jpg)
EXAM Photograph: (OTV)
ଫେବ୍ରୁଆରୀ ୧୫ରୁ ୨୫ ଭିତରେ ହେବ +୨ ପରୀକ୍ଷା । ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା। ଡିସେମ୍ବର ୧୫ ତାରିଖ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ। ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ ଯାଏଁ ହେବ। ଜାନୁଆରୀ ୨ରୁ ୧୫ ଯାଏଁ ହେବ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା। ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି। ଏଥର ମୋଟ୍ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା। ...
ଫେବ୍ରୁଆରୀ ୧୫ରୁ ୨୫ ଭିତରେ +୨ ପରୀକ୍ଷା
ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ସୂଚନା
ଫେବ୍ରୁଆରୀ ୧୫ରୁ ୨୫ର ଯେକୌଣସି ତାରିଖରେ ଆରମ୍ଭ ହେବ ପରୀକ୍ଷା
ସୂଚନା ଦେଲେ CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା
ଡିସେମ୍ବର ୧୫ ତାରିଖ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ
ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ ଯାଏଁ ହେବ
ଜାନୁଆରୀ ୨ରୁ ୧୫ ଯାଏଁ ହେବ +2 ପ୍ରାକ୍ଟିକାଲ ପରୀକ୍ଷା
ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା
ଏଥର ମୋଟ୍ ୧୩୪୯ ସେଣ୍ଟରରେ ହେବ +2 ପରୀକ୍ଷା
BJD: ଅସମ୍ଭାଳ ବିଜେଡି କନ୍ଦଳ: ଅଲଗା ହେଲେ କଟକ ମେୟର, ସାଂସଦ

Ancient Idols Unearthed: ରାମ ବନବାସ ରହଣୀ ସମୟରେ ଗଢି ଉଠିଥିବା ଅଯୋଧ୍ୟା ଗାଁ, ଯେଉଁଠି ମାଟି କୁହେ କଥା

Diwali Offer: ମୋବାଇଲ ୟୁଜରଙ୍କ ପାଇଁ ବଡ ସୁଯୋଗ: ଦିୱାଲି ଅଫର୍, ୧ ଟଙ୍କାରେ ଅନଲିମିଟେଡ

Snehangini Chhuria: ନୂଆପଡ଼ା ପାଇଁ ‘ବକରୀ’ ବନିନାହାନ୍ତି ତ ସ୍ନେହାଙ୍ଗିନୀ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)