/odishatv-khabar/media/media_files/2025/12/06/self-immolation-2025-12-06-14-50-22.jpg)
Self Immolation Photograph: (OTV)
କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ। ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ ଜଣେ କଲେଜ ପଢୁଥିବା ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଗୁରୁତର ଛାତ୍ରୀ ଜଣଙ୍କ ରାଉରକେଲା IGHରେ ଭର୍ତ୍ତି ହୋଇଛନ୍ତି। ନିଆଁ ଲାଗି ତାଙ୍କ ଶରୀରର ୯୦% ପୋଡ଼ି ଯାଇଛି। ଯେଉଁଥିପାଇଁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ମିଳିଥିବା ସୂଚନା ମୁତାବକ, ଛାତ୍ରୀ ଜଣଙ୍କ ଯୁକ୍ତ ୩ରେ ପଢ଼ୁଥିଲେ। କେଉଁ କାରଣରୁ ଆତ୍ମାହୁତି ଉଦ୍ୟମ କରିଛନ୍ତି, ତାହା ଚଣା ପଡିନଥିବା ବେଳେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖାଯାଇଛି। କେଉଁ କାରଣରୁ ଘଟିଲା ଅନୁଧ୍ୟାନ ଚାଲିଛି କହିଲେ ପଶ୍ଚିମାଞ୍ଚଳ ଡିଆଇଜି।
• ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ
• ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ
• ଗୁରୁତର ଛାତ୍ରୀ ଜଣଙ୍କ ରାଉରକେଲା IGHରେ ଭର୍ତ୍ତି
• ଶରୀର ୯୦% ପୋଡ଼ି ଯାଇଥିବାରୁ ଅବସ୍ଥା ସଂକଟାପନ୍ନ ରହିଛି
• ଛାତ୍ରୀ ଜଣଙ୍କ ଯୁକ୍ତ ୩ରେ ପଢ଼ୁଥିଲେ, ପୁରୁଷ ବନ୍ଧୁ ଅଟକ
• କେଉଁ କାରଣରୁ ଘଟିଲା ଅନୁଧ୍ୟାନ ଚାଲିଛି କହିଲେ ପଶ୍ଚିମାଞ୍ଚଳ ଡିଆଇଜି
Lay Foundation Of Babri Masjid: ବାବ୍ରି ମସଜିଦର ଶିଳାନ୍ୟାସ ଉତ୍ସବ: ୪୦ ହଜାର ଲୋକଙ୍କ ପାଇଁ ବିରିୟାନି ପ୍ରସ୍ତୁତ, ମୁଣ୍ଡ ଉପରେ ଇଟା ନେଇ ପହଞ୍ଚିଲେ ମୁସଲିମ୍

Indian Railways Launches Special Trains: ଇଣ୍ଡିଗୋ ସଙ୍କଟ ଭିତରେ କମାଣ ସମ୍ଭାଳିଲା ଭାରତୀୟ ରେଲୱେ; ସ୍ପେଶାଲ ଟ୍ରେନ୍ ଚଲାଇବାକୁ ଘୋଷଣା

IndiGo Passengers Reaches Supreme Court: ପଞ୍ଚମ ଦିନରେ ଇଣ୍ଡିଗୋ ଅଚଳାବସ୍ଥା: ବିମାନ ବନ୍ଦ ଯୋଗୁଁ ଯାତ୍ରୀଙ୍କ କ୍ଷତି ପାଇଁ ସୁପ୍ରିମକୋର୍ଟରେ ପିଟିସନ୍

Fake PhonePe Scam Exposed: ବଜାରରେ ବୁଲୁଛି ନକଲି ଫୋନ ପେ ଆପ୍, ବ୍ୟବସାୟୀ ସାବଧାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)