Advertisment

Pitabas Panda Murder: ହତ୍ୟା ପରେ ଅଭିଯୁକ୍ତ ଗଲେ କୁଆଡ଼େ ? ଗୋଟିଏ ଦାମୀ ଗାଡ଼ିର ମିଳିଛି ସୁରାକ

କେଉଁଠି ଆତ୍ମଗୋପନ କରିଛନ୍ତି ପୀତବାସ ପଣ୍ଡାଙ୍କ ହତ୍ୟାର ଜହ୍ଲାଦ ? ରାଜ୍ୟ ଭିତରେ ନା ବାହାରକୁ ଖସି ପଳାଇଲେ ? ପୋଲିସକୁ କିଛି ଠୋସ୍ ସୁରାକ ମିଳିଥିବା ସୂଚନା ରହିଛି । ଏହାରି ମଧ୍ୟରେ ସିସିଟିଭିରୁ ସବୁ ମୁଭମେଣ୍ଟର ତଥ୍ୟ ମିଳିସାରିଛି ।

author-image
Manas Ranjan Mohanty
murder

murder Photograph: (OTV)

କେଉଁଠି ଆତ୍ମଗୋପନ କରିଛନ୍ତି ପୀତବାସ ପଣ୍ଡାଙ୍କ ହତ୍ୟାର ଜହ୍ଲାଦ ? ରାଜ୍ୟ ଭିତରେ ନା ବାହାରକୁ ଖସି ପଳାଇଲେ ? ପୋଲିସକୁ କିଛି ଠୋସ୍ ସୁରାକ ମିଳିଥିବା ସୂଚନା ରହିଛି । ଏହାରି ମଧ୍ୟରେ ସିସିଟିଭିରୁ ସବୁ ମୁଭମେଣ୍ଟର ତଥ୍ୟ ମିଳିସାରିଛି । ଗୋଟିଏ ଦାମୀ ଗାଡ଼ିର ମିଳିଛି ସୁରାକ ଗାଡ଼ିଟି ପୀତବାସଙ୍କୁ ଫଲୋ କରି ଆସିଥିବା ଜଣାପଡ଼ିଛି ।

Advertisment

ସେପଟେ ଆଇନଜୀବୀ ପୀତବାସ ପଣ୍ଡାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ଆସିଛି । ପ୍ରଚୁର ରକ୍ତସ୍ରାବ ଓ ଛାନିଆ ହୋଇ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ନିକଟରୁ ପୀତବାସଙ୍କୁ ଗୁଳି କରାଯାଇଛି। ଘଟଣାସ୍ଥଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଗତ ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ପୀତବାସଙ୍କୁ ତାଙ୍କ ଘର ନିକଟରେ ଗୁଳି କରି ଫେରାର୍ ହୋଇଥିଲେ ଦୁର୍ବୃତ୍ତ। ... 

କେଉଁଠି ଆତ୍ମଗୋପନ କରିଛନ୍ତି ପୀତବାସ ପଣ୍ଡାଙ୍କ ହତ୍ୟାର ଜହ୍ଲାଦ ? 
ରାଜ୍ୟ ଭିତରେ ନା ବାହାରକୁ ଖସି ପଳାଇଲେ ?
ପୋଲିସକୁ କିଛି ଠୋସ୍ ସୁରାକ ମିଳିଥିବା ସୂଚନା
ସିସିଟିଭିରୁ ସବୁ ମୁଭମେଣ୍ଟର ତଥ୍ୟ ମିଳିସାରିଛି
ଗୋଟିଏ ଦାମୀ ଗାଡ଼ିର ମିଳିଛି ସୁରାକ
ଗାଡ଼ିଟି ପୀତବାସଙ୍କୁ ଫଲୋ କରି ଆସିଥିବା ଜଣାପଡ଼ିଛି

Advertisment

Advertisment
Related Articles
Advertisment