/odishatv-khabar/media/media_files/2026/01/06/minor_rapist-2026-01-06-14-31-33.jpg)
MINOR_RAPIST Photograph: (OTV)
ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡାଦେଶ ଦେଲେ କୋର୍ଟ । ଦୋଷୀ ପ୍ରଶାନ୍ତ ବାଗକୁ ଫାଶୀ ଦଣ୍ଡାଦେଶ ଦେଲେ ବରଗଡ଼ ପୋକ୍ସୋ କୋର୍ଟ। ୩୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ପୀଡ଼ିତାଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ଦେବାକୁ DLSAଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଉତ୍ତରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ତଦନ୍ତର ତଦାରଖ କରୁଥିଲେ ଏସ୍ପି।
Advertisment
୨୦୨୪ ମସିହା ନଭେମ୍ବର ୧୫ ତାରିଖ ବରଗଡ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳରେ ଘଟିଥିଲା ଅଭାବନୀୟ ଘଟଣା। ୫ ବର୍ଷର ନାବାଳିକାକୁ ମାଛ ମାରି ଯିବା କହି ଘରୁ ଡାକି ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିବା ସହ ନିର୍ମମ ଭାବେ ହତ୍ୟା କରିଥିଲା ଦୋଷୀ ପ୍ରଶାନ୍ତ ବାଗ। ଆଜି ମାନ୍ୟବର ପୋସ୍କୋ କୋର୍ଟ ଏହି କେସର ଶୁଣାଣି କରିବା ସହ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ।
Advertisment



Related Articles
Woman Journalist Killed: ବସ୍ ଧକ୍କାରେ ସାମ୍ବାଦିକଙ୍କ ସମେତ ୨ ମୃତ
POSTED

Forester Comes under Vigilance Scanner: ଭିଜିଲାନ୍ସ ଜାଲରେ ଫରେଷ୍ଟର, ଲାଞ୍ଚ ନେଲା ବେଳେ ଧରାପଡିଲେ
POSTED

4 children suffer burns: ୪ ଛାତ୍ରଙ୍କ ଉପରେ ଥିନର ଢାଳି ଦେଲେ ଆଉ ଜଣେ ଛାତ୍ର
POSTED

Bangladesh Unrest: ଥମୁନି ନରସଂହାର; ୨୪ ଘଣ୍ଟାରେ ୨ ଜଣଙ୍କୁ ହତ୍ୟା, ମହିଳାଙ୍କୁ ଗଣଦୁଷ୍କର୍ମ କରି ଗଛରେ ଟାଙ୍ଗିଲେ, ଚୁଟି କାଟିଲେ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)