/odishatv-khabar/media/media_files/2026/01/21/beaten-to-death-2026-01-21-09-58-04.jpg)
Beaten to Death Photograph: (OTV)
ବଲାଙ୍ଗୀର ସହର ଭିତରେ ଚାଞ୍ଚଲ୍ୟ। ଗତକାଲି ରାତି ପ୍ରାୟ ୧୦ଟାରେ ତୁଳସୀନଗରପଡାରେ ହତ୍ୟାକାଣ୍ଡ। ଜ୍ୱାଇଁକୁ ପିଟିପିଟି ଶ୍ୱଶୁର ଘର ଲୋକ ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ଯଦୁମଣି ବଗର୍ତ୍ତୀ। ସେ କିଛି ଦିନ ହେବ ଶ୍ୱଶୁର ଘରେ ରହୁଥିଲେ।
Advertisment
ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଯଦୁମଣି ଶାଳକଙ୍କ ପୁଅ ସହିତ ବଚସା ହୋଇଥିଲା। ଆଉ ତାପରେ କୋଦାଳରେ ପିଟି ପିଟି ଯଦୁମଣିକୁ ହତ୍ୟା କରାଯାଇଛି। ହତ୍ୟାକାଣ୍ଡରେ କେତେ ଜଣ ସମ୍ପୃକ୍ତ ଜଣାପଡ଼ିନାହିଁ। ଟାଉନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
ଜ୍ୱାଇଁକୁ ପିଟି ପିଟି ହତ୍ୟା !
ଜ୍ୱାଇଁକୁ କୋଦାଳରେ ପିଟି ମାରିଦେଲେ
ବଲାଙ୍ଗୀର ତୁଳସୀ ନଗରପଡ଼ାରେ ଘଟଣା
ବଚସା ପରେ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ
କିଛି ଦିନ ହେବ ସେ ଘର ଛାଡ଼ି ଶ୍ୱଶୁର ଘରେ ରହି ଆସୁଥିଲେ
Advertisment
Advertisment



Related Articles
Badasinghara Niti: ଆଜି ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ପଦ୍ମବେଶ
POSTED

Court Allows Piyush To Resume Performances: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଆଜିଠୁ ପୁଣି ମଞ୍ଚ ଚଢ଼ିବେ ପୀୟୂଷ
POSTED

Student Found Dead: ବ୍ରହ୍ମପୁତ୍ର ହଷ୍ଟେଲ୍ରେ ଝୁଲି ପଡିଲେ ଛାତ୍ର, ମୃତଦେହ ଜବତ କରି ପୋଲିସର ତଦନ୍ତ ଆରମ୍ଭ
POSTED

'Mahindra Thar' horror in Bhubaneswar: ରାଜଧାନୀରେ ପୁଣି ଥାର୍ ଆତଙ୍କ, ବୁଲେଟ୍ ଗାଡ଼ିକୁ ଧକ୍କା ଦେଲା ଦ୍ରୁତଗାମି ଥାର୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)