Advertisment

Police Seize Ganja: କୋଟିଏ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର

ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ କୁ ବଡ଼ ସଫଳତା। ଜଙ୍ଗଲ ଭିତରେ ଚଢାଉ କରି ଜବତ କଲା ୧୨ ଶହ ୫୦ କେଜି ଗଞ୍ଜେଇ। ଯାହାର ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ହେବ ।

author-image
Chinmayee Sahoo
Ganja Raid

Ganja Raid Photograph: (OTV)

ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ କୁ ବଡ଼ ସଫଳତା। ଜଙ୍ଗଲ ଭିତରେ ଚଢାଉ କରି ଜବତ କଲା ୧୨ ଶହ ୫୦ କେଜି ଗଞ୍ଜେଇ। ଯାହାର ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ହେବ । ତେବେ ପୋଲିସକୁ ଦେଖି ମାଫିଆ ଫେରାର ହୋଇଯାଇଛନ୍ତି। 

Advertisment

ମାଫିଆ ମାନେ ଅନ୍ୟ ରାଜ୍ୟକୁ ନେବା ପାଇଁ ଏହି ଗଞ୍ଜେଇ କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡ଼ା ଜଙ୍ଗଲରେ ଲୁଚାଇ ରଖିଥିଲେ। ଏହାର ସୂଚନା ପାଇ କାଲିମେଳା ପୋଲିସର ଏକ ଟିମ୍ ଚଢାଉ କରିଥିଲା।

Ganja Seized
Advertisment
Related Articles
Advertisment