Advertisment

Human Skull Recovered: ନଦୀ ନିକଟରୁ ଖପୁରୀ ଜବତ, ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ

ସୁକତେଲ ନଦୀ ନିକଟରୁ ଖପୁରି ସହ କଟା ପାଦ, ହାଡ଼ ଓ ପୋଷାକ ଜବତ କରିଛି ପୋଲିସ। କୌଣସି ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି।

author-image
Tapan Swain
Skull

Skull Photograph: (OTV)

ନଦୀ ପଠାରୁ ମଣିଷ ଖପୁରୀ, ହାଡ ଜବତ। ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଂଚଳରେ ଥିବା ସୁକତେଲ ନଦୀ ନିକଟରୁ ଖପୁରି ସହ କଟା ପାଦ, ହାଡ଼ ଓ ପୋଷାକ ଜବତ କରିଛି ପୋଲିସ। କୌଣସି ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisment

ସୂଚନା ଅନୁସାରେ ୨ ତାରିଖରେ ସେହି ସ୍ଥାନରୁ ଗାଁର ଜଣେ ନାବାଳକ ଅପହରଣ ହୋଇଥିଲେ। ସାଙ୍ଗ ସହ ଥିବାବେଳେ ବାଇକ୍ ରେ ଆସି ଟେକି ନେଇଥିଲେ ୨ ଦୁର୍ବୃତ୍ତ। ତେଣୁ ଏହି ଖପୁରୀ ଓ ହାଡ ସେହି ନାବାଳକର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। 

ନଦୀ ନିକଟରୁ ଖପୁରୀ ଜବତ

ଲରମ୍ଭା ଥାନା ସୁକତେଲ ନଦୀ ନିକଟରୁ ଖପୁରୀ ଜବତ
ଖପୁରୀ, କଟା ପାଦ, ହାଡ଼ ଓ ପୋଷାକ ଜବତ କଲା ପୋଲିସ
କୌଣସି ପରିଚୟ ମିଳିପାରିନାହିଁ
ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ

Advertisment
Human Skulls Recovered
Advertisment
Related Articles
Advertisment