Advertisment

Cyber Crime Bust: ଆଉ ୩ ବିହାରୀ ଠକ ଗିରଫ, ଭୁବନେଶ୍ୱରରେ କରୁଥିଲେ ସାଇବର ଠକେଇ

ଆନ୍ତଃରାଜ୍ୟ ସାଇବର ଲୁଟେରା ଗ୍ୟାଙ୍ଗର ଆଉ ୩ ସଦସ୍ୟ ଗିରଫ। ଏ ମାମଲାରେ ଆଉ ୩ ବିହାରୀ ଠକଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ। ଗିରଫ ହୋଇଥିବା ଏହି ୩ ଅଭିଯୁକ୍ତ ପ୍ରି ଆକ୍ଟିଭ୍ ସିମ୍ ଯୋଗାଡ଼ କରୁଥିଲେ।

author-image
Tapan Swain
cyber crime

cyber crime Photograph: (OTV)

ଓଡ଼ିଶାରେ ଅପରେଟ୍ ହେଉଥିବା ଆନ୍ତଃରାଜ୍ୟ ସାଇବର ଲୁଟେରା ଗ୍ୟାଙ୍ଗର ଆଉ ୩ ସଦସ୍ୟ ଗିରଫ। ଏ ମାମଲାରେ ଆଉ ୩ ବିହାରୀ ଠକଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ। ଗିରଫ ହୋଇଥିବା ଏହି ୩ ଅଭିଯୁକ୍ତ ପ୍ରି ଆକ୍ଟିଭ୍ ସିମ୍ ଯୋଗାଡ଼ କରୁଥିଲେ।

Advertisment

ଏ ମାମଲାରେ ଗତକାଲି ପୋଲିସ ୧୨ ଜଣଙ୍କୁ ଗିରଫ କରିଥିଲା। ବିହାର ଓ କେରଳର ଅପରାଧୀମାନେ ଓଡ଼ିଶାରେ ଖୋଲିଥିଲେ ନେଟୱର୍କ। ଭୁବନେଶ୍ୱର ବଡଗଡ଼ ଅଞ୍ଚଳରେ ଜଣକ ଘରେ ଭଡ଼ା ନେଇ ଚଳାଇ ଥିଲେ ଅପରେସନ୍। ସେମାନଙ୍କ ଠାରୁ ୬୦ ମୋବାଇଲ୍, ଲାପଟପ୍, ଗିଫ୍ଟ କାର୍ଡ, ଲଟେରୀ କାର୍ଡ ଜବତ ହୋଇଥିଲା।...

ସାଇବର୍ ଗ୍ୟାଙ୍ଗର ଆଉ ୩ ଗିରଫ
ସାଇବର ଲୁଟେରା ଗ୍ୟାଙ୍ଗର ଆଉ ୩ ସଦସ୍ୟ ଗିରଫ
ଆଜି ଆଉ ୩ ବିହାରୀ ଠକଙ୍କୁ ଗିରଫ କଲା ବଡ଼ଗଡ଼ ପୋଲିସ

Advertisment

ଗିରଫ ୩ ଅଭିଯୁକ୍ତ ପ୍ରି ଆକ୍ଟିଭ୍ ସିମ୍ ଯୋଗାଡ଼ କରୁଥିଲେ

ଗତକାଲି ପୋଲିସ ୧୨ ଜଣଙ୍କୁ ଗିରଫ କରିଥିଲା
ବିହାର ଓ କେରଳ ଅପରାଧୀ ଚଳାଇଥିଲେ ନେଟୱର୍କ

Cyber Cimes
Advertisment