/odishatv-khabar/media/media_files/2026/01/12/gherao-2026-01-12-18-05-29.jpg)
Gherao Photograph: (OTV)
ବଲାଙ୍ଗୀର ସଦର ଥାନାରେ ଟେନସନ୍ | ଥାନା ଘେରିଲେ ଶତାଧିକ ମହିଳା ଓ ପୁରୁଷ | ବଲାଙ୍ଗୀର ପାଟଣାଗଡ ରାସ୍ତା ଅବରୋଧ କରିଛନ୍ତି ଲୋକେ। କିଛି ଦିନ ତଳେ ସଦର ଥାନା କୁଶମେଲ ପଞ୍ଚାୟତରେ ଇଲେକ୍ଟ୍ରି ତାର ଚୋରି ହୋଇଥିଲା | ଲୋକେ ପୋଲିସକୁ ଖବର ଦେଇଥିଲେ |
Advertisment
ସଦର ପୋଲିସ ଚୋରଙ୍କୁ ଥାନାକୁ ଆଣି ଛାଡ଼ି ଦେଇଥିବା ପଞ୍ଚାୟତ ଲୋକେ ଅଭିଯୋଗ କରୁଛନ୍ତି | ଏହାର ପ୍ରତିବାଦରେ ଆଜି ଏସ.ପି. ଅଫିସ ଘେରାଉ କରାଯିବାର ଥିଲା | ତା ପୂର୍ବରୁ ଆଜି କୁଶମେଲ ସରପଞ୍ଚ କୌସ୍ତୁଭ ସାହୁଙ୍କୁ ଉଠାଇ ଆଣିଥିଲା ସଦର ପୋଲିସ | କୁଶମେଲ ପଞ୍ଚାୟତର ଶହ ଶହ ମହିଳା ଓ ପୁରୁଷ ସଦର ଥାନା ଘେରାଉ କରିଛନ୍ତି |
ତେବେ ପରେ କୌସ୍ତୁଭ ସାହୁଙ୍କୁ ଛାଡି ଦିଆଯାଇଥିବା ସୂଚନା ମିଳିଛି। ସଦର ଥାନା ଘେରାଉ କରିଥିଲେ ଶତାଧିକ ମହିଳା ଓ ପୁରୁଷ ।
Advertisment
ଏସପି ଘେରାଉ କରିବା ପୂର୍ବରୁ ସରପଞ୍ଚଙ୍କୁ ଉଠାଇଲା ପୋଲିସ
ପ୍ରତିବାଦରେ ସଦର ଥାନା ଘେରାଉ କଲେ ଶହଶହ ଲୋକ
କୁଶମେଲ ପଞ୍ଚାୟତରେ ବିଦ୍ୟୁତ ତାର ଚୋରି ହୋଇଥିଲା
ପୋଲିସ ଚୋରଙ୍କୁ ଥାନା ଆଣି ଛାଡି ଦେଇଥିବା ଅଭିଯୋଗ
Advertisment



Related Articles
Age No Bar for Love: ବୃଦ୍ଧାବସ୍ଥାରେ ପିଲାଙ୍କ ଉପସ୍ଥିତିରେ ଦ୍ୱିତୀୟ ବିବାହ, ଆରମ୍ଭ ହେଲା ପ୍ରେମର ଦ୍ୱିତୀୟ ଇନିଂସ
POSTED

Gunpoint Robbery: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୧୫ କେଜି ରୁପା ଲୁଟ
POSTED

Railways Scrap VIP Culture: ଆଉ ଚଳିବନି କୋଟା, କେବଳ କନଫର୍ମ ଟିକେଟ୍
POSTED

Farmers Bring Stray Bulls: ବୁଲା ଷଣ୍ଢଙ୍କ ପାଇଁ ନାକେଦମ୍, ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିନବ ପ୍ରତିବାଦ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)