/odishatv-khabar/media/media_files/2025/11/22/jagatshingpur-arrest-2025-11-22-17-43-07.jpg)
jagatshingpur--arrest Photograph: (OTV)
ଗିରଫ ହେଲା ସିକନ୍ଦର ଆଲାମ। ଯାଜପୁରରୁ ଗିରଫ କଲା ଜଗତସିଂହପୁର ପୋଲିସ । 7 ଦିନ ହେଲା ଫେରାର ଥିଲା ସିକନ୍ଦର । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା ଜଗତସିଂହପୁର ପୋଲିସ । ସିକନ୍ଦର ଠାରୁ ତାର ପାସପୋର୍ଟ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ ।
ଜଗତସିଂହପୁରର ବେହେରାମପୁର ବସ୍ତିରେ ସରକାରୀ ଜାଗାରେ ବେଆଇନ ଘର ତିଆରି କରି ବାଂଲାଦେଶୀଙ୍କୁ ରଖିଥିଲା ସିକନ୍ଦର । ସିକନ୍ଦରର ବିଦେଶୀ ଲିଙ୍କ ରହିଥିବା ସୂଚନା । ଏକ ଅଜ୍ଞାତ ସ୍ଥାନରେ ରଖି ପଚାରା ଉଚରା ଜାରି ରହିଛି... ପୂର୍ବରୁ ଫେରାର ସିକନ୍ଦର ଆଲାମର ପୁଅ ଓ ଅନ୍ୟ ଜଣେ ସହଯୋଗୀକୁ ଉଠାଇ ଆଣିଥିଲା ପୋଲିସ।
ଗିରଫ ହେଲା ସିକନ୍ଦର ଆଲାମ
ଯାଜପୁରରୁ ଗିରଫ କଲା ଜଗତସିଂହପୁର ପୋଲିସ
7 ଦିନ ହେଲା ଫେରାର ଥିଲା ସିକନ୍ଦର
ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା ଜଗତସିଂହପୁର ପୋଲିସ
ସିକନ୍ଦର ଠାରୁ ତାର ପାସପୋର୍ଟ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ
ସିକନ୍ଦରର ବିଦେଶୀ ଲିଙ୍କ ରହିଥିବା ସୂଚନା
ଏକ ଅଜ୍ଞାତ ସ୍ଥାନରେ ରଖି ପଚାରାଉଚରା ଜାରି
Human Sagar Death: ହ୍ୟୁମାନଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର , ଦେହ ଖରାପ ସତ୍ତ୍ବେ ଦିଆଯାଉଥିଲା ନିଶା !

Ex Team Member Blames: ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରି ତାଙ୍କୁ ମାରିଦେଲେ , ଗୁମର ଖୋଲିଦେଲେ ହ୍ୟୁମାନଙ୍କ ଟିମ୍ ସଦସ୍ୟ

Hrithik Roshan Reacts: ଓଡ଼ିଶା ସରକାରୀ ସ୍କୁଲ ଛାତ୍ରଙ୍କ ଭାଇରାଲ୍ ଡ୍ୟାନ୍ସ୍ , ନାଚ ଦେଖି ହ୍ରିତିକ ରୋଶନ କଲେ କମେଣ୍ଟ୍

Struggle Days Stories of Singer Humane Sagar: ହ୍ୟୁମାନଙ୍କ ସଂଘର୍ଷର ଦିନ ମନେ ପକାଇଲେ ଗୀତିକାର ଦିଲୀପ ଜେନା, କହିଲେ ସେ ଥିଲା ଅତି…

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)