/odishatv-khabar/media/media_files/2026/02/12/vigilance-2026-02-12-21-37-29.jpg)
VIGILANCE Photograph: (OTV)
ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ଗଞ୍ଜାମ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀ। ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ କବିରାଜ । ଟ୍ରାକ୍ଟର ମାଲିକଙ୍କୁ ୪୦ ହଜାର ଟଙ୍କା ଜରିମାନା ପକାଇଥିଲେ ।
Advertisment
ଜରିମାନା ବାବଦକୁ ୪୦ ହଜାର ଟଙ୍କା ଦେଇଥିଲେ ଟ୍ରାକ୍ଟର ମାଲିକ । ହେଲେ ମାଲିକଙ୍କୁ ୩୦ ହଜାର ଟଙ୍କାର ରସିଦ ଧରାଇ ଦେଇ ୧୦ ହଜାର ଟଙ୍କା ନିଜ ପକେଟକୁ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଅତିରିକ୍ତ ତହସିଲଦାରଙ୍କ ସହ ଆଉ ତିନି ଜଣ ଆରଆଇଙ୍କୁ ମଧ୍ୟ ଅଧିକ ପଚରାଉଚରା ପାଇଁ ନେଇଛି ବ୍ରହ୍ମପୁର ଭିଜିଲାନ୍ସ ।
ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର
ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଧରିଲା ଭିଜିଲାନ୍ସ
ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ୪୦ ହଜାର ଫାଇନ୍ କାଟିଥିଲେ
୪୦ ହଜାର ଟଙ୍କା ଫାଇନ୍ ନେବା ସତ୍ତ୍ବେ ୩୦ ହଜାରର ରସିଦ୍ କାଟିଥିଲେ
ମାମଲାରେ ଆଉ ୩ RIଙ୍କୁ ଉଠାଇ ନେଲା ବ୍ରହ୍ମପୁର ଭିଜିଲାନ୍ସ
ଅଧିକ ଜେରା ପାଇଁ ଗୋବରା, ପାଇଲିପଡ଼ା ଓ ବେଲଗୁଣ୍ଠା RIଙ୍କୁ ଉଠାଇ ନେଲା
Advertisment
Advertisment


Related Articles
One Teacher, Big Change: ଆଦିବାସୀ ମୂଲକରେ ଭିନ୍ନ ଜଣେ ଶିକ୍ଷକ, ଅଳ୍ପ ଦିନରେ ବଦଳିଗଲା ସ୍କୁଲର ଚିତ୍ର
POSTED

Theatre Politics Heats Up:କୋଣାର୍କ ଗଣନାଟ୍ୟ ଷ୍ଟାରକାଷ୍ଟରୁ ରତି-ମିଟୁନା ବାଦ୍! ପୁଅ ଜଗାକୁ ଏଣ୍ଟ୍ରି ଦେବାକୁ ଦୈତାରୀ ପଣ୍ଡା ଷଡ଼ଯନ୍ତ୍ର କରିଥିବା ଚର୍ଚ୍ଚା
POSTED

IAS Shake-Up Sparks Buzz in Power Circles:ରାଜ୍ୟ ପ୍ରଶାସନରେ କାହିଁକି ବାରମ୍ବାର IAS ଅଦଳ ବଦଳ ? ତିନି ତିନି ଥର ଟ୍ରାନ୍ସଫରକୁ ନେଇ ପାୱାର କରିଡରରେ ଚର୍ଚ୍ଚା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)