• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Jena

Saroj Kumar Jena

Editor

ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରିବା ପରେ ଧରିତ୍ରୀରେ ସହ ସମ୍ପାଦକ ଭାବେ କାମ କରିଛନ୍ ...more

ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରିବା ପରେ ଧରିତ୍ରୀରେ ସହ ସମ୍ପାଦକ ଭାବେ କାମ କରିଛନ୍ତି। ରିପୋର୍ଟିଙ୍ଗ ପ୍ରତି ରହିଛି ଦୁର୍ବଳତା। ନୂଆ ନୂଆ ଜିନିଷ ଶିଖିବାକୁ ଆଗ୍ରହୀ।

less

Posts by Saroj Kumar Jena

chahal
Highest Wicket taker In IPL: ଆଇପିଏଲର ହାଇଏଷ୍ଟ ୱିକେଟ ଟେକର

ଆଇପିଏଲର ହାଇଏଷ୍ଟ ୱିକେଟ ଟେକର

champions trophy
Champions Trophy Final: ଫାଇନାଲ ମ୍ୟାଚ ପାଇଁ ଭାରତୀୟ ଦଳରେ ବଡ ପରିବର୍ତ୍ତନ, ବାଦ ପଡିପାରନ୍ତି ଏହି ଷ୍ଟାର ଖେଳାଳି

ରବିବାର ଦୁବାଇର ସମାନ ଗ୍ରାଉଣ୍ଡରେ ଉଭୟ ଦଳ ପୁନର୍ବାର ଫାଇନାଲରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ ଗୋଟିଏ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

Opposition Wondering How They Did Not Think of Schemes Like Subhadra Yojana: Odisha CM Mohan Majhi
ଯୋଜନା ଦେଖି ବିରୋଧୀ ତାଟକା

ଆମ ସରକାରର କାମ ଦେଖି ବିରୋଧିମାନେ ବି କହୁଛନ୍ତି, ଆମ ମୁଣ୍ଡକୁ କେମିତି ଏଭଳି ଯୋଜନା କଥା ଆସିଲାନି। ଏ କଥା ସେମାନେ ଆମକୁ ଲବିରେ କୁହନ୍ତି

Couple Alleges Rs 30 Lakh Fraud at DCB Bank in Nayagarh
ଡିସିବି ବ୍ୟାଙ୍କରେ ୩୦ ଲକ୍ଷ ଟଙ୍କାର ଠକେଇ!

ନୟାଗଡ଼ ଡିସିବି ବ୍ୟାଙ୍କରେ ୩୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ। ଟାଉନ ଥାନାରେ ଅଭିଯୋଗ ଦେଲେ ଦମ୍ପତି।

pradeep panograhi
କାମ ଦେଖି ବିରୋଧିଙ୍କର ଟେମ୍ପରେଚର ଅପ୍ ଡାଉନ୍

\'ଆମ କାମ ଦେଖି ବିରୋଧିଙ୍କର ଟେମ୍ପରେଚର ଅପ୍ ଡାଉନ୍ ହେଉଛି\'

cockroach milk
Cockroach Milk: ନ୍ୟୁଟ୍ରିସନର ଭବିଷ୍ୟତ, ଗାଈ କ୍ଷୀର ଠାରୁ ବି ପୁଷ୍ଟିକର ଅସରପା କ୍ଷୀର !

ଏହି ସୁପର ଫୁଡ ତାଲିକାରେ ନୂତନ ଭାବରେ ସାମିଲ ହୋଇଛି ଅସରପା କ୍ଷୀର। ଡିପ୍ଲୋପଟେରା ପଙ୍କଟାଟା ନାମକ ଅସରପା ପ୍ରଜାତିର କ୍ଷୀରରେ ଗାଈ କ୍ଷୀରଠାରୁ ୩ ଗୁଣ ଅଧିକ ପୋଷକ ତତ୍ତ୍ବ ଉପଲବ୍ଧ ଥାଏ।

shami
Shami targetted By Moulana: ମୁସଲିମ ଧର୍ମଗୁରୁଙ୍କ ଟାର୍ଗେଟରେ ମହମ୍ମଦ ଶାମି, ରୋଜା ନ ରଖିବାକୁ ନେଇ ବିବାଦ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ପାପୀ ବୋଲି କହିଛନ୍ତି ମୁସଲିମ ଧର୍ମଗୁରୁ(ମୌଲାନା) ଶାହାବୁଦ୍ଦିନ ରିଜଭି। ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ସମୟରେ ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ଶାମି ମ୍ୟାଚ ଅଧାରେ ପାଣି ପିଉଥିବା ଦେଖିବାକୁ ମିଳିଥିଲା।

fastest century
Fastest century: ଚାମ୍ପିୟନ୍ସ ଟ୍ରଫିରେ ଦ୍ରୁତତମ ଶତକ

ଚାମ୍ପିୟନ୍ସ ଟ୍ରଫିରେ ଦ୍ରୁତତମ ଶତକ

sarathi
Sarathi Baba: ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା

କେନ୍ଦ୍ରାପଡ଼ାକୁ ଆଉ କିଛି ଦିନ ପରେ ଫେରିପାରନ୍ତି ସନ୍ତୋଷ ରାଉଳ ଓରଫ୍ ସାରଥି ବାବା । ତଥାକଥିତ ବାବା ସାରଥୀଙ୍କୁ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଏହି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି କୋର୍ଟ ।

similipal
Opium Hub Similipal: ଅଫିମ ଚାଷର ହବ୍ ପାଲଟିଲାଣି ଶିମିଳିପାଳ, ବାଘ ଖୋଜିଲେ ଗଞ୍ଜେଇ ମିଳୁଛି

ବ୍ୟାଘ୍ର ଅଭୟାରଣ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଏହି ସ୍ଥାନ ବର୍ତ୍ତମାନ ଅଫିମ ଚାଷର ହବ୍ ପାଲଟିଲାଣି। ବାଘ ଦେଖିବାକୁ ଗଲେ ଦେଖିବାକୁ ମିଳୁଛି ଅଫିମ କ୍ଷେତ। ଦୁଇବର୍ଷ ମଧ୍ୟରେ ୩୫ କୋଟିରୁ ଉର୍ଦ୍ଧ ଟଙ୍କାର ଅଫିମ ଚାଷକୁ ନଷ୍ଟ କଲାଣି ବନ ବିଭାଗ।

asutosh
Bollywood in Saree: ଶାଢୀରେ ଚମକିଲେ ପୂଜା ହେଗଡେ, ବିଦ୍ୟା ବାଲାନ

ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ପୁଅ ବିବାହରେ ଏକାଧିକ ବଲିଉଡ ଅଭିନେତ୍ରୀ ଶାଢୀରେ ନଜର ଆସିଛନ୍ତି।

anganwadi
ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ୧୫୦୦ ଟଙ୍କା

ସୁଭଦ୍ରା ଯୋଜନାର ସଫଳତା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ୧୫୦୦ ଟଙ୍କା ଓ ଅଙ୍ଗନବାଡ଼ି ସହାୟିକାଙ୍କୁ ମିଳିବ ୫୦୦ ଟଙ୍କା। ଏମିତି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା !

kiit
ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଖୋଳତାଡ଼ କରିବ NHRC

ଭୁବନେଶ୍ବରରେ ପହଞ୍ଚିଲା NHRC ଟିମ୍। କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଖୋଳତାଡ଼ କରିବ ଜାତୀୟ ମାନବାଧିକାର କମିଶନ । ଛାତ୍ରୀ ମୃତ୍ୟୁ ସହ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗର ବି ଖୋଳତାଡ଼ ହେବ ।

Nhrc
KIIT Suicide Row: କିଟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, ଯିଏ ଚାହିଁବେ ସିଏ ତଥ୍ୟ ଦେଇ ପାରିବେ

କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲ ହତ୍ୟା ମାମଲାର ତଦନ୍ତ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ବିଟେକ ତୃତୀୟ ବର୍ଷ ଛାତ୍ରୀ ପ୍ରକ୍ରିତି ଆତ୍ମହତ୍ୟା କରିଥିବା ବେଳେ ଏହା ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଖରାପ କରିଥିଲା।

Rohit
Rohit Broke Gayles Record: ଗେଲଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ଗେଲଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

women
Powerful Women: ଏହି ୧୦ ମହିଳାଙ୍କ ନିକଟରେ ରହିଛି କୁବେରଙ୍କ ଖଜାନା, ଶୀର୍ଷରେ ସାବିତ୍ରୀ ଜିନ୍ଦଲ

୧୫ ମହିଳା ଅରବପତିଙ୍କ ସହ ଭାରତ ପଞ୍ଚମ ସ୍ଥାନରେ ରହିଛି। ଭାରତର ଏକ ନମ୍ବର ସ୍ଥାନରେ ଥିବା ସାବିତ୍ରୀ ଜିନ୍ଦଲଙ୍କ ପାଖରେ ୩୪.୩ ବିଲିୟନ ଡଲାର ରହିଛି। ସାବିତ୍ରୀ ବିଶ୍ବର ତୃତୀୟ ଧନୀ ମହିଳା ରହିଛନ୍ତି।

subhadra
Subhadra Yojana: ହିତାଧିକାରୀଙ୍କ ଖାତାକୁ ଆସିଲା ସୁଭଦ୍ରା ଟଙ୍କା

ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆଜି ଆସିଲା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି। ଦିନ ୧୨ଟାରେ ଖାତାକୁ ଆସିଛି ‘ସୁଭଦ୍ରା’ ଟଙ୍କା। ଆଉ ଦିନକ ପରେ ୮ ତାରିଖରେ ମିଳିବ ସୁଭଦ୍ରାର ଦ୍ୱିତୀୟ...

nri
Nri Quota Scam: କିମ୍ସ, ହାଇଟେକ୍ ଓ ସମରେ EDର ମାରାଥନ୍ ରେଡ୍, ମେଡିକାଲ୍ ଆଡମିଶନରେ NRI କୋଟା ସ୍କାମ୍

କୋଲକାତା ଇଡିର 8ଟି ଟିମ୍ ରାଉରକେଲା ସହ ଭୁବନେଶ୍ବର ହାଇଟେକ୍ ହସ୍ପିଟାଲ୍ ଓ ଭୁବନେଶ୍ବରେ କିମ୍ସ ଓ ସମ୍ ହସ୍ପିଟାଲରେ ଏହି ଯାଞ୍ଚ କରୁଛି। ପୂର୍ବରୁ ଏଭଳି କେଳେଙ୍କାରୀରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ଗିରଫ ହୋଇଥିଲା ବେଳେ ଓଡ଼ିଶାରେ ଇଡିର ଏ ରେଡ୍ ଚର୍ଚ୍ଚା ସୃଷ୍ଟି କରିଛି।

subhadra yojana
Subhadra Yojana: ସୁଭଦ୍ରାର ପଞ୍ଚମ ପର୍ଯ୍ୟାୟ ୮ରେ ମିଳିବ ଦ୍ବିତୀୟ କିସ୍ତି, ବଞ୍ଚିତ ମହିଳାଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ

ଆସନ୍ତାକାଲି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ, ଆଉ ଦିନକ ପରେ ୮ ତାରିଖରେ ମିଳିବ ଦ୍ବିତୀୟ କିସ୍ତି। ମାର୍ଚ୍ଚ ୩୧ରେ ଆବେଦନ ଗ୍ରହଣ ବନ୍ଦ କରି ସୁଭଦ୍ରାରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ସର୍ଭେ କରିବେ ସରକାର। ଡୋର୍ ଟୁ ଡୋର୍ ବୁଲି ହିତାଧିକାରୀଙ୍କ ସର୍ଭେ କରାଯିବ। ପଞ୍ଚମ...

mayor
ମେୟର ବିଧାୟକ ମୁହାଁମୁହିଁ

#ମେୟର_ବିଧାୟକ_ମୁହାଁମୁହିଁ ସୁଭଦ୍ରାକୁ ନେଇ ସୁଭଦ୍ରା ଶୋଭାଯାତ୍ରାରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ବିଧାୟକ ବାବୁ ସିଂ ମୁହାଁମୁହିଁ..ଶୁଣନ୍ତୁ ଏନେଇ ସେ ସକଣ କହୁଛନ୍ତି।

ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରିବା ପରେ ଧରିତ୍ରୀରେ ସହ ସମ୍ପାଦକ ଭାବେ କାମ କରିଛନ୍ତି। ରିପୋର୍ଟିଙ୍ଗ ପ୍ରତି ରହିଛି ଦୁର୍ବଳତା। ନୂଆ ନୂଆ ଜିନିଷ ଶିଖିବାକୁ ଆଗ୍ରହୀ।