ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି । ପଶ୍ଚିମା ଝଡର ସକ୍ରିୟତା ଯୋଗୁଁ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ପାରଦ ଉପରମୁହାଁ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
୭ ଫୁଟର ହାଇଟକୁ, ୪୬ ଇଞ୍ଚର ଛାତି। ଦେହରେ ଗେରୁଆ ବସ୍ତ୍ରକୁ ବେକରେ ରୁଦ୍ରାକ୍ଷ ମାଳ। ଆଉ ତାଙ୍କ ମସଲ ଆଗରେ ଭଲ ଭଲ ବଡି ବିଲ୍ଡର ମଧ୍ୟ ଫେଲ ହୋଇଯିବେ। କୁମ୍ଭମେଳାକୁ ଋଷିଆରୁ ଆସିଛନ୍ତି ବଡି ବିଲଡର ବାବା ।
ରାଣଜୀକୁ ବିରାଟଙ୍କ କମବ୍ୟାକ୍। ଘରୋଇ କ୍ରିକେଟ ଖେଳିବେ କିଙ୍ଗ କୋହଲି। ୧୨ ବର୍ଷ ପରେ ରଣଜୀ ମଇଦାନକୁ ଓହ୍ଲାଇବେ ବିରାଟ। ବିସିସିଆଇର ନୂଆ ନିୟମ ଅନୁସାରେ କୋହଲି ରେଡ୍ ବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ।
ମୁଣ୍ଡ କଚାଡି କାନ୍ଦୁଛି ଜନ୍ମକଲା ମା’ । ମଝିରେ ମଝିରେ ଚେତା ମଧ୍ୟ ଚାଲିଯାଉଛି । ଆଉ କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ପରିବାର । ପୁଅର ପସନ୍ଦର ଖାଦ୍ୟ ଆରିସା ପିଠା ରହିଛି ମୁଣ୍ଡ ପାଖରେ । ଯେମିତି ପାଗେଳୀ ହୋଇ ମା ଏବଂ ବଡ଼ମାଆ ପୁଅ...
ନବ ଦାସଙ୍କ ହତ୍ୟାକୁ ନେଇ ଉଠୁଛିପଡ଼ୁଛି ଓଡ଼ିଶା । ଆଉ ଇଏ ଦେଖନ୍ତୁ ସେହି ପୁରୁଣା ଦିନର କିଛି ଅଭୁଲା ଭିଜୁଆଲ । ଯାହାକୁ ନେଇ ନିଜେ ଅରୁଣ ବୋଥ୍ରା ବହୁତ ସୁନ୍ଦର ଜାମୁକୋଳି ଗପ କହିଥିଲେ, ଆଉ ପାଇଖାନା ଟଙ୍କିରୁ ପୁଳାପୁଳା ଚିଠି ବାହାର କରିଥିଲେ ।...
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
IIT ବମ୍ୱେରେ ପଢୁଥିଲେ ଏରୋସ୍ପେସ୍ ଇଞ୍ଜିନିୟରିଂ। ମାସକୁ ୩ ଲକ୍ଷ ଦରମାବି ପାଉଥିଲେ। ହେଲେ ସବୁ ଛି କରି ପାଲଟିଗଲେ ବାବା। ହେଲେ କାହିଁକି ?
ମଞ୍ଚ ଦୁଲୁକାଇଲେ ପ୍ରଶାସିକା ମ୍ୟାଡମ। ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ। ଜଣେ ଚମତ୍କାର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ, ଅନ୍ୟଜଣେ ଢେମସା ନୃତ୍ୟରେ ସଭିଙ୍କ ହୋସ ଉଡାଇ ଦେଇଥିଲେ ।
ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ କାର ସଉକ। ଘର ପାର୍କିଂ ଥୁଆ ହୋଇଛି ଥୁଆ ଭଳିକି ଭଳି ଦାମୀ କାର। ସବୁ କାରର ନମ୍ବର ୫୯୯୫ ।
କମୁନି ସୁନା ଦର। ସପ୍ତାହେ ଭିତରେ ସୁନା ପ୍ରାୟ ୪ ହଜାର ଟଙ୍କା ମହଙ୍ଗା। ୬ ଦିନ ତଳେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୭୧ ହଜାର ଟଙ୍କା ଥିଲା । ଏବେ ୭୪,୩୫୦ରେ ପହଞ୍ଚିଗଲାଣି।
KGF ଫିଲ୍ମର ସୁଟିଂସେଟ ପରି ଦେଖାଯାଉଛି । ହେଲେ ଏଇଠୁ ହେଉଛି ସୁନାର ଓଡ଼ିଶାକୁ ଲୁଟ୍ । ଦେଖନ୍ତୁ କେମିତି ଲଘୁଖଣିଜ ସଂପଦକୁ ମନଇଚ୍ଛା ବୋହିନେଇଛନ୍ତି ମାଫିଆ । ଏ କେଉଁ ଅଞ୍ଚଳ, ଆଉ ଏ କେଉଁ ସ୍ଥାନ, ଆମେ କହିବା ପୂର୍ବରୁ ମାତ୍ର କିଛି ଦିନ ତଳେ...
ଜଳିପୋଡ଼ି ଆମେରିକା ପାଉଁଶ । ନିଆଁ ମାଡ଼ି ଚାଲିଛି, ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି । ଯେଉଁଅଡ଼େ ଦେଖିବେ ସିଅଡ଼େ ପୁଳାପୁଳା ପାଉଁଶ ଗଦା । ଆଉ ମଣିଷ ଓ ପଶୁ ପକ୍ଷୀଙ୍କ ଦରପୋଡ଼ା ଶରୀର । ବିଚକ୍ଷଣ ମଣିଷ ପାଖରେ ନିଆଁ ଲିଭାଇବାର ସବୁ ବାଟ ଯେମିତି...
ଯେଉଁଠି ଠୁମୁକା ମାରିବି ସେଇଠି ହେବ ଖଣ୍ଡଗିରି ମେଳା । ଓଡିଶାର ଲୋକ ଜାଣିଛନ୍ତି ମୁଁ କ’ଣ କରେ ? ଖଣ୍ଡଗିରି ମେଳାରୁ ମୁଁ କିଛି ଆଶା କରିନି । ମୁଁ ଗୋଟିଏ ଗରିବ ଘରର ଝିଅ । କାମ କଲେ ତ ଚଳିବି । ଯାହାର ଟ୍ୟାଲେଣ୍ଟ...
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୦,୦୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୩,୪୦୦ ଟଙ୍କା ରହିଛି ।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଆଜି ପବିତ୍ର ମକର ସଂକ୍ରାନ୍ତି । କାହିଁକି ପାଳନ ହୁଏ ଏହି ପର୍ବ ? ଜାଣନ୍ତୁ ଆମ ଓଡ଼ିଆ ଘରର ପରମ୍ପରା ବିଷୟରେ କିଛି ଅଜଣା କଥା । କାହିଁକି ଗୁଡ଼ି ଉଡ଼ାଯାଏ ? କାହିଁକି ବଣ୍ଟନ କରାଯାଏ ମକର ଚାଉଳ ?
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୯,୬୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୩,୦୦୦ ଟଙ୍କା ରହିଛି ।