ଗଛଙ୍କୁ ଦିଆଯାଉଛି ଆଧାର କାର୍ଡ। ଲେଖାଯାଇଛି ଡିଜିଟାଲ ଟ୍ରି ଆଧାର। ମଣିଷ ମାନଙ୍କ ପରି ଗଛର ମଧ୍ୟ ରହିବ ସ୍ୱତନ୍ତ୍ର ପରିଚୟ। ଏହାର ଠିକଣା, ବୟସ ଓ ସବୁକିଛି ଜାଣିହେବ ।
କପାଳରେ ଚିତା, ହାତ ଓ ବେକରେ ରୁଦ୍ରାକ୍ଷ ମାଳ। ମହାକୁମ୍ଭ ମେଳାରେ ଗେରୁଆ ବସ୍ତ୍ର ପିନ୍ଧି ତ୍ରିବେଣୀ ସଙ୍ଗମରେ ତିଳୋତର୍ପଣ କରୁଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ। ଦର୍ଶକ ବନ୍ଧୁ ଏ କୌଣସି ଏଆଇ ଏଡିଟେଡ ଫଟୋ କି ଭିଡିଓ ନୁହେଁ, ସାଂସଦ ନିଜେ ସୋସିଆଲ ମିଡିଆରେ ଏହି...
ପରିବା ନୁହେଁ, ଚାଷକୁ ଦେଖି ପେଟ ପୂରିଯାଉଛି । ଓଃ କି ସୁନ୍ଦର ଫସଲ... ତଟକା ତଟକା ବାଇଗଣ, ଛନଛନିଆ ଫୁଲ କୋବି... ବନ୍ଧି କୋବି ବି ଖେତରେ ହସୁଛି । ଆଉ ଏ କଞ୍ଚା ଲଙ୍କାକୁ ଦେଖନ୍ତୁ, କେଡେ ସୁନ୍ଦର ହୋଇଛି । ପୂରା ଏ ଫସଲକୁ...
ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ପୁଣି ହେଲା ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୨,୪୨୦ ଟଙ୍କା ରହିଛି ।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଗ୍ରାହକଙ୍କ ପାଇଁ ଖୁସି ଖବର। ଏଥର ମାତ୍ର ୨୦ ଟଙ୍କାରେ ଗପି ପାରିବେ ୧୨୦ ଦିନ। ବନ୍ଦ ହେବନି କୌଣସି ବି ନେଟ୍ୱର୍କ। ବିନା କୌଣସି ଡାଟା ରିଚାର୍ଜରେ ବି ଆକ୍ଟିଭ୍ ରହିବ ସବୁ ସିମ୍ ।
ଆପଣ କେବେ ‘ଧନିଆପତ୍ର ଚିକେନ’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଧନିଆପତ୍ର ଚିକେନ’ । ତେବେ ଚାଲନ୍ତୁ ଜାଣିବା ଏହାକୁ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।
ସୁଭଦ୍ରା ପୋର୍ଟାଲରେ ପୁରୁଷଙ୍କ ଆବେଦନକୁ ନେଇ ସରକାରଙ୍କୁ ଘେରିଲେଣି ବିରୋଧୀ । ଏନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ହେଲା ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୨,୪୨୦ ଟଙ୍କା ରହିଛି ।
ବିଜେଡି କର୍ମୀଙ୍କ ନିକଟରେ କ୍ଷମାମାଗି ରାଜନୀତିକୁ ବାଏ ବାଏ କହିଥିଲେ ଭିକେ ପାଣ୍ଡିଆନ୍ ହେଲେ ଏବେ ବି ନେଇନାହାନ୍ତି ବିବାଦରୁ ସନ୍ନ୍ୟାସ ।
ପ୍ରମିଳା-ସୁରମା ଟଣାଓଟରା । ଜଣେ ବିଜେଡି ସରକାରରେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଆଉ ଜଣେ ଏବେ ଗୃହକୁ ସୁରୁଖୁରୁରେ ଚଳାଇବାକୁ ଉଦ୍ୟମ କରୁଛନ୍ତି ।
ରାଜ୍ୟରେ ଖୋଲିବ ଅଧିକ ଶୀତଳ ଭଣ୍ଡାର । ଆଗାମୀ ୫ ବର୍ଷରେ ବିନିଯୋଗ ହେବ ୨୫୨ କୋଟି ଟଙ୍କା । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଚାଷୀ ଓ ଶୀତଳଭଣ୍ଡାର ମାଲିକ।...
ଏ ମାଡାମ ହେଉଛନ୍ତି ମଧ୍ୟପ୍ରଦେଶ ବୁରହାନପୁର ଜିଲ୍ଲାର କଲେକ୍ଟର ଭବ୍ୟା ମିତ୍ତଲ। ୟାଙ୍କ ନାଁ ଶୁଣିଲେ ଥରହର ହୁଏ ସରକାରୀ ଅଫିସ୍ ବିଭାଗ। ସେ ଦୁର୍ନତୀଙ୍କୁ ଜମାରୁ ବି କରନ୍ତି ବରଦାସ୍ତ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଗତବର୍ଷ ଆଜିର ଦିନରେ ଗର୍ଭଗୃହରେ ମର୍ଯାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା।
କାଳିଆ ପାଖରେ ମାନସିକ । ବିଶ୍ବର କଲ୍ୟାଣ ଉଦ୍ଦେଶ୍ୟ ରଖି ଆରମ୍ଭ ହୋଇଥିଲା ଯାତ୍ରା । ଦଣ୍ଡ ପ୍ରଣାମ କରି ୨ମାସ ପରେ ପହଞ୍ଚିଛନ୍ତି ଦୁଇ ଭକ୍ତ ।
କଣାସ ଡାଇରିଆକୁ ନେଇ ବଢିଲା ଚିନ୍ତା। ଦୟାନଦୀର ବିଷାକ୍ତ ପାଣି ବ୍ୟବହାର କରି ୮ ଦିନ ଭିତରେ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ତେବେ ଜନସ୍ବାସ୍ଥ୍ୟ ବିଭାଗ ଜଣଙ୍କ ମୃତ୍ୟକୁ ସ୍ବୀକାର କରିଛି।
ଆପଣ ମଟନ୍ର ଝୋଳ ଅବା କଷା ଖାଇଥିବେ। ଆଜି କିନ୍ତୁ ଆମେ ଆପଣଙ୍କ ପାଇଁ ସ୍ୱାଦିଷ୍ଟ ଖାସି ମାଂସର ବେସର ପ୍ରସ୍ତୁତ କରିବୁ..
ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ହେଲା ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୧,୨୪୦ ଟଙ୍କା ରହିଛି ।
ବାଲେଶ୍ବରରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା । ପ୍ରତିଦିନ ଚାଲିଛି ବିପଦପୂର୍ଣ୍ଣ ଯାତ୍ରା। ଗାଡ଼ି ବାହାରେ ଓହଳି ଯାଉଛନ୍ତି ଛାତ୍ରୀ । ଟ୍ରାଫିକ ପୋଷ୍ଟରେ ସଚେତନତା ଶୂନ, ଫାଇନ କାଟିବାରେ ବ୍ୟସ୍ତ ପ୍ରଶାସନ ।