ଚକୋଲେଟ୍ ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ । ଓଜନ ବୃଦ୍ଧି ହେତୁ ବହୁ ଲୋକ ଚକୋଲେଟ ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିବା ସହିତ ଶରୀରକୁ ଅନେକ ଲାଭ ମିଳିଥାଏ...
ଆଜି ଆମେ ଆପଣଙ୍କୁ ମଟନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମଟନ୍ ବେସର’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ଆଜି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ସାରାଦେଶ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଥିବା ବେଳେ ବଲିଉଡର ଅନେକ କଳାକାର ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଫିଲ୍ମ ନିର୍ଦେଶକ କରଣ ଜୋହର, କଙ୍ଗନା ରାଣାୱତ, ବିବେକ ଓବରୋଏ, ରିତିଶ ଦେଶମୁଖ, ହେମା...
ଆୟକର ବିଭାଗରେ ଚାକିରି ଖୋଜୁଥିବା ଯୁବକ ଓ ଯୁବତୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆୟକର ବିଭାଗରେ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ, ଉତ୍ତର ପ୍ରଦେଶ(ପୂର୍ବ), ଲକ୍ଷ୍ନୌରେ ଆୟକର ନିରୀକ୍ଷକ, ଟ୍ୟାକ୍ସ ଆସିଷ୍ଟାଣ୍ଟ ଓ ମଲ୍ଟି ଟାସ୍କିଂ ଷ୍ଟାଫ୍ ଭାବେ ସ୍ପୋର୍ଟସ ପର୍ସନଙ୍କୁ ଚାକିରି ମିଳିବ । ଇଛୁକ...
ଅଶ୍ଳୀଳ ଭିଡିଓ ଓ ଫିଲ୍ମ ତିଆରି କରିବା ଅଭିଯୋଗରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ଜେଲରେ ଅଛନ୍ତି । ଏହି ମାମଲାରେ ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସର ଚାର୍ଜସିଟରେ ସାକ୍ଷୀ ଭାବରେ ତାଲିକାଭୁକ୍ତ ହୋଇଛନ୍ତି। ସେ ପୋଲିସକୁ ଦେଇଥିବା ବିବୃତ୍ତି ସାମ୍ନାକୁ ଆସିଛି। ଶିଳ୍ପା ଶେଟ୍ଟୀ...
ମନ୍ଦାର ଫୁଲ କେଶ ସହିତ ଯଡ଼ିତ ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ମନ୍ଦାର ଫୁଲରେ ତିଆରି ପ୍ୟାକ୍ ଲଗାଇବା ଦ୍ୱାରା କେଶ ମୂଳରୁ ମଜବୁତ ହୋଇଥାଏ । ରୁପି, କେଶ ଝଡିବା ଏବଂ କେଶ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଆଜି ଆମେ ଆପଣଙ୍କୁ ଅଣ୍ଡାର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଅଣ୍ଡା କୋରମା’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ...
ପୂର୍ବତନ ମିଷ୍ଟର ଇଣ୍ଡିଆ ବଡି ବିଲ୍ଡର ମନୋଜ ପାଟିଲ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ମୁମ୍ବାଇରେ ଗତ ରାତିରେ ସେ ନିଦ ବଟିକା ଖାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି । ସୂଚନା ଅନୁସାରେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ସୁଇସାଡାଲ ନୋଟ୍ ଲେଖିଛନ୍ତି...
ଛାଡ଼ପତ୍ର ପରେ ସାଧାରଣତଃ କପଲ୍ ମାନେ ଅଲଗା ଓ ସ୍ୱାଧୀନ ଭାବେ ଜୀବନ ବିତାଇଥାନ୍ତି । କିନ୍ତୁ ଆମୀର ଖାନ୍ ଓ କିରଣ ରାଓ ଛାଡ଼ପତ୍ର ପରେ ବି ଏକ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ବଜାୟ ରଖିଛନ୍ତି । ଚଳିତ ବର୍ଷ ଜୁଲାଇରେ ଆମୀର ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଛାଡ଼ପତ୍ର...
ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ବୁଧବାର ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଶ୍ଳୀଳ ମାମଲାରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଶିଲ୍ପା ସେଟ୍ଟି ,ସର୍ଲିନ ଚୋପ୍ରା ଓ ଅନ୍ୟ ୪୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି...
ଡାଲିରେ ରହିଛି ପୃଷ୍ଟିସାର । ଯାହା ଆମ ହାଡ଼ ଓ ରକ୍ତକୁ ମଜବୁତ କରିଥାଏ । ମୁଗ ଡାଲି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ । କାରଣ ଏଥିରେ ବିଭିନ୍ନ ପ୍ରକାରର ପୋଷକତତ୍ୱ ରହିଛି...
ଆମ ଓଡ଼ିଆ ଖାଦ୍ୟର ଏକ ନିଆରା ସ୍ୱାଦ ଥାଏ । ଆଜି ଆମେ ଆପଣଙ୍କୁ ଓଡ଼ିଶାର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚାଉଳ ଦିଆ ଚୁନା ମାଛ ବରା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ...
ମାତ୍ର ୫୦ ଟଙ୍କାରେ ହେବ MRI । ଏହା ଶୁଣିବା ପରେ ଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ । ହଁ ଆଜ୍ଞା ଏହା ସତ୍ୟ ଅଟେ । ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପ୍ରବନ୍ଧନ ସମିତି DSGPC ପକ୍ଷରୁ ଜନ ସାଧାରଣଙ୍କୁ ଏହି ସେବା ଯୋଗାଇ ଦଇଆଯାଉଛି । DSGPC ଦ୍ୱାରା...
ସୁପରଷ୍ଟାର ରଜନୀକାନ୍ତଙ୍କର କ୍ରେଜ୍ ସବୁବେଳେ ରହି ଆସିଛି । କେବଳ ସାଉଥ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକଙ୍କ ରହିଛନ୍ତି। ନିକଟରେ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଗଳାମୀ ପାଇଁ ସେ ବହୁତ ରାଗି ଯାଇଛନ୍ତି । ରଜନୀକାନ୍ତଙ୍କ ଫିଲ୍ମର ପୋଷ୍ଟରରେ ପ୍ରଶଂସକ ମାନେ ଛେଳିର ରକ୍ତ ଛିଞ୍ଚିଛନ୍ତି ।...
ଶରୀରରରେ ଖାଦ୍ୟର ସନ୍ତୁଳନ ଠିକ୍ ରହିଲେ ଓଜନ ଠିକ୍ ରହିଥାଏ । ଓଜନ କମାଇବା ଯେତିକି କଷ୍ଟ, ଓଜନ ବଢାଇବା ମଧ୍ୟ କିଛି ଲୋକଙ୍କ ପାଇଁ ସମାନ କଷ୍ଟ । ଆଜି ଆମେ ଜାଣିବା କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଓଜନ ବୃଦ୍ଧି ପାଇଥାଏ ।
ଆଜି ଆମେ ବଳକା ରୁଟିରେ ପ୍ରସ୍ତୁତ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ରୁଟି ସମୋସା’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।
ରସୁଣ ଯେକୌଣସି ରୋଷେଇର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଏହାର ବିଶେଷତା କେବଳ ଏତିକି ନୁହେଁ, ଆମେ ଏହାକୁ ଅନେକ ରୋଗରୁ ରକ୍ଷା ପାଇବା ପାଇଁ ମଧ୍ୟ ଆମେ ବ୍ୟବହାର କରିଥାଉ । ରସୁଣରେ ପ୍ରୋଟିନ୍, କାର୍ବସ୍, ମିନେରାଲ୍ସ, ଚୂନ ଏବଂ ଆଇରନ୍ ଥାଏ ।
ଏଆଇଏମଆଇଏମ୍ର ପୂର୍ବତନ ନେତା ରିୟାଜୁଦ୍ଦିନ ଖାନ୍ ତାଙ୍କ ପୂର୍ବତନ ପତ୍ନୀଙ୍କୁ ବିବାହ କରିବାକୁ ଯାଇ ଅଡ଼ୁଆରେ ଫସି ଯାଇଛନ୍ତି । ଇସଲାମ ଧର୍ମ ଅନୁଯାୟୀ ପୂନର୍ବାର ବିବାହ ବା ନିକାହ କରିବା ପାଇଁ ‘ହଲାଲା’ ଜରୁରୀ ଅଟେ । ଏନେଇ ରିୟାଜୁଦ୍ଦିନ ତାଙ୍କୁ ବନ୍ଧୁଙ୍କ ସହ ପୂର୍ବତନ ପତ୍ନୀଙ୍କ ସହ...
ଅଡ଼ୁଆରେ ଏଲଜେପି ସାଂସଦ ତଥା ଚିରାଗ ପାସୱାନଙ୍କ ଭାଇ । ଚିରାଗ ପାସୱାନଙ୍କ ସଂପର୍କୀୟ ଭାଇ ପ୍ରିନ୍ସ ରାଜ୍ଙ୍କ ନାଁରେ ଦିଲ୍ଲୀ କନଟ ପ୍ଲେସ୍ ଥାନାରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଦୁଷ୍କର୍ମ ଅଭିଯୋଗରେ ତାଙ୍କ ନାଁ ରେ ଏତଲା ଦିଆଯାଇଛି
ଘରେ ଆପଣ ଚିଙ୍ଗୁଡ଼ିର ଅନେକ ପ୍ରକାରର ରେସିପି ଖାଇଥିବେ । ଆଜି ଆମେ ଏକ ନୂଆ ଓ ଦେଶୀ ଶୈଳୀରେ ଚିଙ୍ଗୁଡ଼ିର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡ଼ି ରସୁଣ ଚମଚମ୍’ ।