• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by

Panchang
Panchang Today 4th February 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

paneer patrapoda
Food and Recipe: କେବେ ଖାଇଛନ୍ତି କି ପନିରର ଏହି ରେସିପି, ଖାଇଲେ ପାଟିରୁ ଛାଡ଼ିବନି

ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ଦେଶୀ ସୁଆଦିଆ ରେସିପି ବନେଇବୁ ଯାହା ବନେଇବା ଅତି ସହଜ ଓ ସରଳ ଅଟେ ।

Russian Woman Finds Love
Maha Kumbh Mela: ବାବାଙ୍କୁ ବାୟା କଲା ବିଦେଶିନୀଙ୍କ ପ୍ରେମ, ତପସ୍ୟା ଭାଙ୍ଗି ବାହା ହେଇଗଲେ

ପ୍ରୟାଗରାଜରେ ଚାଲିଛି ମହା କୁମ୍ଭମେଳା। ଏଠାକୁ ଦେଶ ତଥା ଦେଶ ବାହାରୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି। ହିନ୍ଦୁ ଧର୍ମ ପ୍ରତି ଆକର୍ଷତ ହୋଇ ମେଳା ବୁଲିବାକୁ ରୁଷିର ଏହି ଯୁବତୀ ଜଣକଙ୍କ ମଧ୍ୟ ଆସିଥିଲେ। ଏତିକି ବେଳେ ସେ ଭେଟିଥିଲେ ଜଣେ ଅଘୋରୀ ବାବାଙ୍କୁ। ପ୍ରଥମ ଦେଖାରେ...

Gold Price Today
Gold Price Today,3rd January 2025: ବଦଳିଲା ସୁନା-ରୂପା ଦର; ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ଦାମ୍

ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ହେଲା ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୪,୩୩୦ ଟଙ୍କା ରହିଛି ।

Basic Amenities
Basic Amenities: ଧିକ୍କାର କରୁଛି ଦଲକ ଗାଁ, କୁଆଡ଼େ ଗଲା ସରକାରୀ ଯୋଜନା ?

ନା ଅଛି ପାଣି ନା ଅଛି ବିଜୁଳି ... ଗାଁକୁ ପକ୍କା ରାସ୍ତାଟିଏ ବି ନାହିଁ । କଟକ ଜିଲ୍ଲାର ଏମିତି ଏକ ଗାଁର ଯିଏ ସରକାରଙ୍କ ସମସ୍ତ ଯୋଜନାକୁ ଆଖି ଠାରି ଉପହାସ କରୁଛି । ଆଉ ଚୁପ୍‌ ରହି ପ୍ରଶାସନର କାର୍ଯ୍ୟଦକ୍ଷତାକୁ ପ୍ରଶ୍ନ କରୁଛି...

Collector Visits Paddy Mandis
Collector Visits Paddy Mandi: ଧାନ ମଣ୍ଡିରେ ଅଚାନକ ପହଞ୍ଚିଲେ ଜିଲ୍ଲାପାଳ,ଅନିୟମିତତା ଦେଖି ଅଧିକାରୀଙ୍କୁ ନୋଟିସ୍

ହାପ୍ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧି ମଣ୍ଡିରେ ଜିଲ୍ଲାପାଳ । ଧାନ ମଣ୍ଡି ଯାଂଚ କଲେ ଭଦ୍ରକ ଜିଲ୍ଲାପାଳ । ପରିଚୟ ଗୋପନ ରଖି ଚାଷୀ ସମସ୍ୟା ବୁଝିଲେ । ଅନିୟମିତତା ଦେଖି ଦାୟିତ୍ବରେ ଥିବା ଅଧିକାରୀଙ୍କୁ କଲେ ନୋଟିସ୍।

Panchang
Panchang Today 1st February 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Plastic bottle
Plastic Bottle: ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଲେ ହୃଦଘାତ !

ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ। ବିଶୁଦ୍ଧ ଜଳ ଭାବି ଆପଣ ଯାହାକୁ ପିଉଛନ୍ତି, ତାହା ସହଜରେ ଜହର ସାଜି ହୃଦୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ !

Food And Recipe
Food And Recipes: ଥରେ ଖାଇଲେ ପାଟିରୁ ଛାଡିବନି କଙ୍କଡ଼ାର ଏହି ଦେଶୀ ରେସିପି

ଘରେ ଆପଣ କଙ୍କଡ଼ାରେ ତିଆରି ବହୁ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କୁ କଙ୍କଡ଼ାର ଦେଶୀ ଶୈଳୀରେ ଏକ ରେପିପି ବିଷୟରେ କହିବୁ । ଏହି ରେସିପି ର ନାଁ ହେଉଛି ‘କଙ୍କଡ଼ା ଗୋଡ଼ ମସଲା’ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ...

Makar Mela Being Celebrate
Makar Mela: ଜମୁଛି ଜଗତସିଂହପୁର ମକର ମେଳା, ଗୋଟିଏ ଜାଗାରେ ମିଳୁଛି ସବୁ ଜିନିଷ

ଜଗତସିଂହପୁର ଜିଲ୍ଲାରେ ଜମୁଛି ପ୍ରସିଦ୍ଧ ମକର ମେଳା । ମାସେ ବ୍ୟାପି ଚାଲୁଥିବୋ ଏହି ମେଳାକୁ ଆସନ୍ତି ଶତାଧିକ ବ୍ୟବସାୟୀ, ଜମେ ଲକ୍ଷାଧିକ ଲୋକଙ୍କ ଭିଡ଼।

Elderly Man Found Love
Love After Death: ପତ୍ନୀଙ୍କ ମୃତ୍ୟୁ ପରେ କଲମ ପ୍ରେମରେ ପଡ଼ିଛନ୍ତି ଅର୍ଜୁନ, ସାଉଁଟୁଛନ୍ତି ପୁରୁଣା ସ୍ମୃତି

ଜୀବନରେ ଯେବେ ପ୍ରେମ ହୁଏ... ବୋଧହୁଏ ନିଜର କଲମ ମୁନରୁ ଏଇମିତି ଜନ୍ମନିଏ ସୁନ୍ଦର ସୁନ୍ଦର ବହି । ୭୮ ବର୍ଷିୟ ଅର୍ଜୁନ ଚରଣ ପଣ୍ଡା । ଧର୍ମପତ୍ନୀ ତୁଳସୀଲତାଙ୍କ ମୃତ୍ୟୁ ହେବା ପରେ ସେ ଏବେ ପଡ଼ିଛନ୍ତି ଲେଖିବା ପ୍ରେମରେ ।

GOLD PRICE
Gold Price Today,31st January 2025: ସୁନା-ରୂପା ଦରରେ ହେଲା ପରିବର୍ତ୍ତନ; ଜାଣନ୍ତୁ ଆଜି କେତେ ଅଛି ମୂଲ୍ୟ....

ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ହେଲା ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୪,୩୩୦ ଟଙ୍କା ରହିଛି ।

Panchang
Panchang Today 31st January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୩୧ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang
Panchang Today 28th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Awas Yojana
ଆବାସ ଯୋଜନାରେ କିଏ କରିପାରିବ ଆପ୍ଲାଏ ?

ସରକାର ଗରିବ ଲୋକଙ୍କ ପାଇଁ ଆଣିଛନ୍ତି ଆଉ ଏକ ସୁଯୋଗ। କିଏ କରି ପାରିବ ଆବାସ ପାଇଁ ଆବେଦନ, କଣ ହୋଇଛି ନିୟମରେ ପରିବର୍ତ୍ତନ ଆସନ୍ତୁ ଜାଣିବା ।

sad story
ଗାଁ ଦାଣ୍ଡରେ ଛାତି ପିଟି ପିଟି କାନ୍ଦୁଛି ମାଆ, କାନ୍ଦି କାନ୍ଦି ମେଡିକାଲ ବେଞ୍ଚରେ ଗଡିଯାଉଛନ୍ତି ବାପା

ଗାଁ ଦାଣ୍ଡରେ ଛାତି ପିଟି ପିଟି କାନ୍ଦୁଛି ମାଆ। ତା ପୁଅକୁ ଖୋଜି ଖୋଜି କରି ଚାଲିଛି ଆର୍ତ୍ତ ଚିତ୍କାର। ଏପଟେ କାନ୍ଦି କାନ୍ଦି ମେଡିକାଲ ବେଞ୍ଚରେ ଗଡିଯାଉଛନ୍ତି ବାପା। ଆଉ କିଏ ଡାକିବ ମାଆ ମତେ ଗଣ୍ଡେ ଖାଇବାକୁ ଦେ। ବାପା ମତେ ଟିକେ ବୁଲେଇ ନିଅ...

Gold Price Today
Gold Price Today,27th January 2025: କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍ ?

ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ପୁଣି ହେଲା ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୨,୨୫୦ ଟଙ୍କା ରହିଛି ।

Panchang
Panchang Today 27th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang
Panchang Today 26th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

 Line Up for Deliveries
ଛୁଆ ଜନ୍ମ କରିବାକୁ ଲମ୍ୱା ଲାଇନ୍

ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଛାନିଆ ଭାରତୀୟ। ଆମେରିକା ହସ୍ପିଟାଲରେ ଭାରତୀୟ ଗର୍ଭବତୀଙ୍କ ଭିଡ଼। ୨୦ ତାରିଖ ପୂର୍ବରୁ ପ୍ରସବ କରାଇବାକୁ କରୁଛନ୍ତି କାକୁତି ମିନତି। ହେଲେ କାହିଁକି ?

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।