Advertisment

Today Panchang 9th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଗୁରୁବାର। ଚନ୍ଦ୍ର- ମେଷ ରାତ୍ରି ୦୧.୨୩ ଗତେ ବୃଷ। ତିଥି- ୩ୟା ରାତ୍ରି ୧୦.୫୪ ଗତେ ୪ର୍ଥୀ। ଘାତଚନ୍ଦ୍ର – ମେଷ ରାଶିର , ରାତ୍ରି ୦୧.୨୩ ଗତେ ବିଛା ରାଶିର।

author-image
Deepak Acharya
undefined

ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଗୁରୁବାର। ଚନ୍ଦ୍ର- ମେଷ ରାତ୍ରି ୦୧.୨୩ ଗତେ ବୃଷ। ତିଥି- ୩ୟା ରାତ୍ରି ୧୦.୫୪ ଗତେ ୪ର୍ଥୀ। ଘାତଚନ୍ଦ୍ର – ମେଷ ରାଶିର , ରାତ୍ରି ୦୧.୨୩ ଗତେ ବିଛା ରାଶିର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ରାତ୍ରି ୦୮.୦୨ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

Advertisment

ଶୁଭ ସମୟ-

ପ୍ରାତଃ – ୦୫.୪୩ ରୁ ୦୭.୧୬
ସନ୍ଧ୍ୟା – ୦୬.୧୩ ରୁ ୦୯.୩୦
ରାତ୍ରି – ୦୧.୦୬ ରୁ ୦୩.୧୫
ରାତ୍ରି – ୦୪.୦୪ ରୁ ୦୫.୪୩

ଅଶୁଭ ସମୟ-

ରାହୁକାଳ- ଦିବା ୦୧.୦୧ ରୁ ୦୨.୨୯
କାଳବେଳା- ଦିବା ୦୨.୨୯ ରୁ ୦୩.୫୬
ବାରବେଳା- ଦିବା ୦୩.୫୬ ରୁ ୦୫.୨୪
କାଳରାତ୍ରି – ରାତ୍ରି ୧୧.୩୩ ରୁ ୦୧.୦୬

Advertisment
Panchang
Advertisment
Related Articles
Advertisment