Advertisment

Today Panchang 9th March 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୯ ସୋମବାର । ଚନ୍ଦ୍ର – ତୁଳା ଦିବା ୦୯.୩୦ ଗତେ ବିଛା । ତିଥି - ୬ଷ୍ଠୀ ରାତ୍ରି ୧୧.୨୭ ଗତେ ୭ମୀ ଘାତଚନ୍ଦ୍ର – ନାସ୍ତି ।

author-image
Deepak Acharya
Panchang Today 28th August 2024

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୯ ସୋମବାର । ଚନ୍ଦ୍ର – ତୁଳା ଦିବା ୦୯.୩୦ ଗତେ ବିଛା । ତିଥି - ୬ଷ୍ଠୀ ରାତ୍ରି ୧୧.୨୭ ଗତେ ୭ମୀ
ଘାତଚନ୍ଦ୍ର – ନାସ୍ତି । ଘାତବାର – ମିଥୁନ ରାଶିର । ପୁଷ୍କରଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୧୧ ପର୍ଯ୍ୟନ୍ତ,ତା’ପରେ ରାତ୍ରି ୧୧.୨୭ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ଶୁଭ ସମୟ-
ପ୍ରାତଃ – ୦୬.୦୩ ରୁ ୦୭.୩୨
ଦିବା – ୧୦.୪୬ ରୁ ୦୧.୦୮
ଦିବା – ୦୪.୨୨ ରୁ ୦୫.୦୩
ସନ୍ଧ୍ୟା – ୦୬.୩୯ ରୁ ୦୯.୦୬
ରାତ୍ରି – ୧୧.୫୬ ରୁ ୦୨.୪୭
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୭.୩୨ ରୁ ୦୯.୦୦
କାଳବେଳା – ପ୍ରାତଃ ୦୭.୩୨ ରୁ ୦୯.୦୦
ବାରବେଳା- ଦିବା ୦୨.୫୪ ରୁ ୦୪.୨୨
କାଳରାତ୍ରି – ରାତ୍ରି ୧୦.୨୫ ରୁ ୧୧.୫୬

Advertisment
Panchang
Advertisment
Related Articles
Advertisment