Advertisment

T20 World Cup: ଇତିହାସ ରଚିଲା, ରେକର୍ଡ ଭାଙ୍ଗିଲା ବିଶ୍ବବିଜୟୀ ହେଲା ଟିମ୍ ଇଣ୍ଡିଆ, ଧୂଳି ଚାଟିଲା ବ୍ଲାକ୍ କ୍ୟାପ୍

ବିଶ୍ବବିଜୟୀ ହେଲା ଟିମ୍ ଇଣ୍ଡିଆ। ନ୍ୟୁଜିଲାଣ୍ଡ ବିପକ୍ଷରେ ଟି ୨୦ ବିଶ୍ବକପ୍ ଫାଇନାଲ ମ୍ୟାଚରେ ଭାରତ ହାସଲ କରିଛି ବଡ଼ ବିଜୟ। ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ।

author-image
Niharika Rout
win-2

ବିଶ୍ବବିଜୟୀହେଲାଟିମ୍ଇଣ୍ଡିଆଅହମ୍ମଦାବାଦରେରଚିଲାଇତିହାସଦେଶରକୋଟିକୋଟିପ୍ରଶଂସକ, କ୍ରୀଡ଼ାପ୍ରେମୀଦର୍ଶକଙ୍କହୃଦୟଜିତିଛନ୍ତିଟିମ୍ଇଣ୍ଡିଆନ୍ୟୁଜିଲାଣ୍ଡବିପକ୍ଷରେଟି୨୦ବିଶ୍ବକପ୍ଫାଇନାଲମ୍ୟାଚରେଭାରତହାସଲ କରିଛି ବଡ଼ବିଜୟ୯୬ରନରେଜିତିଟାଇଟଲବଜାୟରଖିଲାଭାରତ

Advertisment

 ସୂର୍ଯ୍ୟକୁମାରଯାଦବଙ୍କନେତୃତ୍ବରେପଡ଼ିଆକୁଓହ୍ଲାଇଥିବାଭାରତୀୟଟିମ୍ନିର୍ଦ୍ଧାରିତ୨୦ଓଭରରେ୫ଟିୱିକେଟ୍ହରାଇ୨୫୫ବିଶାଳରନ୍ସଂଗ୍ରହକରିଥିଲେଫଳରେନ୍ୟୁଜିଲାଣ୍ଡଚାପଗ୍ରସ୍ତହୋଇପଡ଼ିଆକୁଓହ୍ଲାଇଥିଲାଦଳ୫୦ରନ୍ପୂର୍ବରୁଆଗଧାଡ଼ିର୩ଜଣଖେଳାଳିଙ୍କୁହରାଇଥିଲାଏହିଉତ୍କଣ୍ଠାପୂର୍ଣ୍ଣମ୍ୟାଚ୍ରେନ୍ୟୁଜିଲାଣ୍ଡଟସ୍ଜିତିପ୍ରଥମେବୋଲିଂନିଷ୍ପତ୍ତିନେବାସହିତଭାରତକୁବ୍ୟାଟିଂପାଇଁଆମନ୍ତ୍ରଣକରିଥିଲାଭାରତରଇନିଂସଆରମ୍ଭକରିଥିଲେସଂଜୁସାମସନଏବଂଅଭିଷେକଶର୍ମାଉଭୟବ୍ୟାଟରପ୍ରଥମୱିକେଟପାଇଁ୯୮ରନ୍ପାଟନରସିପ୍କରିଥିଲେପୁଣିଥରେପଡ଼ିଆରେଦେଖିବାକୁମିଳିଛିସଂଜୁସାମସନଙ୍କମ୍ୟାଜିକ୍ବ୍ୟକ୍ତିଗତଭାବେ୮୯ରନ୍ସଂଗ୍ରହକରିଟିମ୍ହାଇସ୍କୋରରବନିଛନ୍ତିସେହିପରିଈଶାନକିଶନ୫୪ରନ୍କରିଥିଲେଶେଷଓଭରରେସିବମ୍ଦୁବେଙ୍କଧୂଆଁଧାରବ୍ୟାଟିଂଟିମ୍କୁବିଶାଳସ୍କୋରହାସଲକରାଇଥିଲା

ଟି୨୦ବିଶ୍ବକପ୍ରେଭାରତକ୍ରମାଗତଦ୍ବିତୀୟଥରଚାମ୍ପିଅନହୋଇଟ୍ରଫିପାଇଁସ୍ବପ୍ନଦେଖିଥିବାକ୍ବିୱିଦଳରସ୍ବପ୍ନଧୂଳିସାତ୍ହୋଇଛି୨୦୦୭, ୨୦୨୪ପରେ୨୦୨୬ରେବିଜିତିଛିଟାଇଟାଲ୍ଷ୍ଟାଡିୟମରେଉପସ୍ଥିତଲକ୍ଷାଧିକଦର୍ଶକଭାରତୀୟଯୁବଖେଳାଳିଙ୍କପ୍ରଦର୍ଶନଦେଖିଝୁମିଛନ୍ତିତାସହଭାରତରବିଜୟକୁସେଲିବ୍ରେଟ୍କରିଛିସାରାଦେଶ

Advertisment

୨୦୨୩ ନଭେମ୍ବର ୧୯ରେ ନରେନ୍ଦ୍ର ମୋଦି ଷ୍ଟାଡିୟମ ବନିଥିଲା ଦୁଃଖର ମୁକସାକ୍ଷୀ।   ଭାରତୀୟ ଟିମ ସହ କାନ୍ଦି ଥିଲା ପୂରା ଦେଶ। କାରଣ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା ଭାରତ। ଆଜି ଯାଏ କୌଣସି ଟିମ ନିଜ ଦେଶ ବା ଘରୋଇ ମାଟିରେ ଟି-୨୦ ବିଶ୍ୱକପ(T20 World Cup) ଜିତି ନଥିଲେ। କୌଣସି ଟିମ କ୍ରମାଗତ ଟି-୨୦ ବିଶ୍ୱକପ ଜିତି ନଥିଲେ। ଭାରତୀୟ ଟିମ କେବେ ବି ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ନଥିଲା। କିନ୍ତୁ ସେସବୁ ପୁରୁଣା କଥାକୁ ଇତିହାସର ଅନ୍ଧାରକୁ ଠେଲି ଦେଇଛି ଟିମ ଇଣ୍ଡିଆ। ଭାରତୀୟ ଟିମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନୂଆ ରେକର୍ଡ କରିଛି। 

୨୦୦୭ ଓ ୨୦୨୪ ଭଳି ୨୦୨୬ରେ ହିଷ୍ଟ୍ରୀକୁ ରିପିଟ କରି ଭାରତୀୟ ଟିମ। ପୂରା ବିଶ୍ୱର କୌଣସି ଟିମ ୩ଥର ବିଶ୍ୱକପ ଜିତି ନଥିବା ବେଳେ ଭାରତ ପ୍ରଥମଥର ପାଇଁ ଏପରି ସଫଳତା ନିଜ ନାଁରେ କରିଛି। ୨୦୦୭ରେ ମହେନ୍ଦ୍ର ସିଂହ ଧୋନି ଟି-୨୦ ବିଶ୍ୱକପ ଜିତିଥିବା ବେଳେ ୨୦୨୪ରେ ସଫଳତା ସାଉଁଟିଥିଲେ ରୋହିତ ଶର୍ମା। ଏବେ ଭାରତର ତୃତୀୟ ଅଧିନାୟକ ଭାବେ ସୂର୍ଯ୍ୟ କୁମାର ଇତିହାସରେ ନିଜ ନାଁକୁ ସ୍ୱର୍ଣ୍ଣାକ୍ଷରରେ ଲେଖିଛନ୍ତି। 

otv Indian Cricketer Newzeland Cricket Team India Vs Newzealand World Cup Indian Cricket
Advertisment
Related Articles
Advertisment