/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୮ ରବିବାର । ଚନ୍ଦ୍ର – ତୁଳା ଅହୋରାତ୍ର । ତିଥି - ୫ମୀ ରାତ୍ରି ୦୯.୧୧ ଗତେ ୬ଷ୍ଠୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ମେଷ ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୧.୩୨ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ – ୦୬.୦୪ ରୁ ୦୯.୫୯
ଦିବା – ୦୧.୨୫ ରୁ ୦୧.୫୫
ସନ୍ଧ୍ୟା – ୦୬.୩୯ ରୁ ୦୯.୦୬
ରାତ୍ରି – ୧୨.୨୧ ରୁ ୦୧.୨୮
ରାତ୍ରି – ୦୩.୦୦ ରୁ ୦୩.୩୭
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୨୨ ରୁ ୦୫.୫୦
କାଳବେଳା – ଦିବା ୧୧.୫୭ ରୁ ୦୧.୨୫
ବାରବେଳା- ଦିବା ୧୦.୨୯ ରୁ ୧୧.୫୭
କାଳରାତ୍ରି – ରାତ୍ରି ୦୧.୨୮ ରୁ ୦୩.୦୦
Advertisment
Advertisment



Related Articles
TMC Under Fire for ‘Disrespecting’ President: ରାଷ୍ଟ୍ରପତିଙ୍କୁ TMCର ଅପମାନ, ପ୍ରଧାନମନ୍ତ୍ରୀ ମୋଦି କ୍ଷୁବ୍ଧ
POSTED

Drowning Tragedies: ଜଳଭଣ୍ଡାରରେ ବୁଡ଼ି ପ୍ରାଣ ହରାଇଲେ ଦଶମ ଶ୍ରେଣୀର ୩ ଛାତ୍ର, ପୋଖରୀରେ ୨ ନାବାଳିକାଙ୍କ ମୃତ୍ୟୁ
POSTED

Tomato Prices Collapse: ଟମାଟୋର ଘୋର ଅଭାବୀ ବିକ୍ରି, ଟଙ୍କାକରେ ବେପାରୀଙ୍କୁ ଟମାଟୋ ବିକୁଛନ୍ତି ଚାଷୀ
POSTED

Rainy Days Ahead: ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ, ରାଜ୍ୟକୁ ତିନି ଦିନ ଭିଜାଇବ ବର୍ଷା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)