/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୭ ଶନିବାର । ଚନ୍ଦ୍ର – ତୁଳା ଅହୋରାତ୍ର । ତିଥି - ୪ର୍ଥୀ ସନ୍ଧ୍ୟା ୦୭.୧୭ ଗତେ ୫ମୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ଦିବା – ୧୦.୨୯ ରୁ ୦୧.୦୮
ରାତ୍ରି – ୦୮.୧୭ ରୁ ୧୦.୪୩
ରାତ୍ରି – ୧୨.୨୧ ରୁ ୦୧.୫୯
ରାତ୍ରି – ୦୨.୪୮ ରୁ ୦୪.୨୬
ଅଶୁଭ ସମୟ-
ରାହୁକାଳ - ଦିବା ୦୯.୦୧ ରୁ ୧୦.୨୯
କାଳବେଳା – ପ୍ରାତଃ ୦୬.୦୫ ରୁ ୦୭.୩୩ ଓ ଦିବା ୦୪.୨୨ ରୁ ୦୫.୫୦
ବାରବେଳା- ଦିବା ୦୧.୨୫ ରୁ ୦୨.୫୪
କାଳରାତ୍ରି – ସନ୍ଧ୍ୟା ୦୫.୫୦ ରୁ ୦୭.୨୨ ଓ ନିଶାନ୍ତ ୦୪.୩୨ ରୁ ୦୬.୦୪
Advertisment
Advertisment



Related Articles
Weather Alert: ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା, ୮ ତାରିଖ ଯାଏଁ ୨୪ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
POSTED

SIR Exercise from April 1: ଆସନ୍ତା ଏପ୍ରିଲ ୧ରେ ରାଜ୍ୟରେ ଆରମ୍ଭ ହେବ SIR, ୯୫% ମ୍ୟାପିଂ ଲକ୍ଷ୍ୟ ଥିବା କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
POSTED

Forgotten History: ପରିଚୟ ଖୋଜୁଛି ଐତିହାସିକ ପାରାଭାଡ଼ି, ପାରାଙ୍କ ଦ୍ବାରା ୪ ଶହ ବର୍ଷ ତଳର ନିଆରା ଡାକସେବାର ଠିକଣା
POSTED

Odisha’s Sattwik Satyakam Devata at No. 100: ଅନୁଜ ଅଗ୍ନିହୋତ୍ରୀ IAS ଟପ୍ପର, ୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ ସତ୍ୟକାମ ଦେବତା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)