/odishatv-khabar/media/media_files/2026/03/06/civil-service-result-2026-03-06-21-26-11.jpg)
CIVIL-SERVICE-RESULT Photograph: (OTV)
ଅନୁଜ ଅଗ୍ନିହୋତ୍ରୀ ଆଇଏଏସ ଟପ୍ପର। ଆଜି ପ୍ରକାଶ ପାଇଛି UPSC ପରୀକ୍ଷା ଫଳ। ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ UPSC ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଅନୁଜ ଅଗ୍ନିହୋତ୍ରୀ ଟପ୍ପର ହୋଇଥିବାବେଳେ ଦ୍ୱିତୀୟରେ ରହିଛନ୍ତି ରାଜେଶ୍ୱରୀ ସୁଭେ ଏମ୍ ।
ସେହିଭଳି ତୃତୀୟରେ ଆକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନ୍ ଓ୍ବାଲା, ପଞ୍ଚମରେ ଇଶାନ ଭଟ୍ଟନାଗର, ଷଷ୍ଠରେ ଜିନିଆ ଆରୋରା ରହିଛନ୍ତି। ସପ୍ତମରେ ରାଜାହ ମହାଇଦ୍ଦିନ, ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ଜ୍ୱଳ ପ୍ରିୟଙ୍କ ରହିଛନ୍ତି।
ସେହିଭଳି ୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ ସତ୍ୟକାମ ଦେବତା, ୧୨୧ତମ ସ୍ଥାନରେ ଅମ୍ରିତ ମହାପାତ୍ର, ୨୮୫ତମ ସ୍ଥାନରେ ସାଇରମଣ ପାତ୍ର, ୩୪୧ତମ ସ୍ଥାନରେ ବିଶାଲ ପଟ୍ଟନାୟକ ରହିଛନ୍ତି ।
ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ
ସର୍ବଭାରତୀୟ ସ୍ତରରେ ଅନୁଜ ଅଗ୍ନିହୋତ୍ରୀ IAS ଟପ୍ପର
ଦ୍ୱିତୀୟରେ ରାଜେଶ୍ୱରୀ ସୁଭେ ଏମ୍ , ତୃତୀୟରେ ଆକାଂଶ ଧୂଲ୍
UPSC ପରୀକ୍ଷାରେ ମୋଟ୍ ୯୫୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ
ଚତୁର୍ଥରେ ରାଘବ ଝୁନଝୁନ୍ ୱାଲା, ପଞ୍ଚମରେ ଇଶାନ ଭଟ୍ଟନାଗର
ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ
୮- ପକ୍ଷଲ ସେକ୍ରେଟ୍ରି, ୯- ଆସ୍ଥା ଜୈନ, ୧୦- ଉଜ୍ୱଳ ପ୍ରିୟଙ୍କ
୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ ସତ୍ୟକାମ ଦେବତା
୧୨୧- ଅମ୍ରିତ ମହାପାତ୍ର, ୨୮୫- ସାଇରମଣ ପାତ୍ର, ୩୪୧- ବିଶାଲ ପଟ୍ଟନାୟକ
Begging Business: ବଦଳୁଛି ଭିକ ମାଗିବାର ଟ୍ରେଣ୍ଡ, ପିଲାଙ୍କୁ ଭଡ଼ାରେ ଲଗାଇ ଭିକ ଟଙ୍କା ଆଦାୟ କରୁଛନ୍ତି ଅଣଓଡ଼ିଆ ଦଲାଲ

Vaastu Tips For Good Health: ଏହିସବୁ ବାସ୍ତୁ ନିୟମ ମାନିଲେ, ଆପଣଙ୍କ ଦେହ କେବେ ଖରାପ ହେବନି

Battle for Rajya Sabha 4th Seat: କ'ଣ ହେବ ରାଜ୍ୟସଭା ଚତୁର୍ଥ ସିଟର ଗଣିତ ? ବିବେକାନୁମୋଦିତ ଭୋଟ୍ କଥା ଉଠାଇ ଚାଲ୍ ଖେଳିଲେ ଦିଲ୍ଲୀପ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)