Advertisment

Today Panchang 7th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ। ଇଂରାଜୀ ୦୭ ତାରିଖ ବୁଧବାର। ଚନ୍ଦ୍ର - ସିଂହ ଅହୋରାତ୍ର। ତିଥି – ୪ର୍ଥୀ ପ୍ରାତଃ ୦୬.୫୨ ଗତେ ୫ମୀ। ଘାତଚନ୍ଦ୍ର –   କର୍କଟ ଓ ମକର ରାଶିର ଅହୋରାତ୍ର।

author-image
Deepak Acharya
Panchang Today 28th August 2024

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ। ଇଂରାଜୀ ୦୭ ତାରିଖ ବୁଧବାର। ଚନ୍ଦ୍ର - ସିଂହ ଅହୋରାତ୍ର। ତିଥି – ୪ର୍ଥୀ ପ୍ରାତଃ ୦୬.୫୨ ଗତେ ୫ମୀ। ଘାତଚନ୍ଦ୍ର –   କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର –  ମକର ରାଶିର। ପୁଷ୍କର ଦୋଷ – ନାସ୍ତି।
ଶୁଭ ସମୟ-
ପ୍ରାତଃ – ୦୬.୨୬ ରୁ ୦୮.୩୭
ଦିବା – ୧୦.୪୭ ରୁ ୧୧.୫୨
ଦିବା – ୦୧.୪୧ ରୁ ୦୩ ୫୧
ସନ୍ଧ୍ୟା -୦୬.୧୧ ରୁ ୦୭.୦୩
ରାତ୍ରି – ୦୮.୪୯ ରୁ ୦୩.୧୦
ନିଶାନ୍ତ -୦୪.୪୮ ରୁ ୦୬.୨୭ 
ଅଶୁଭ ସମୟ - 
ରାହୁକାଳ – ଦିବା ୧୧.୫୨ ରୁ ୦୧.୧୪
କାଳବେଳା –ଦିବା ୦୯ ୦୯. ରୁ ୧୦.୩୧
ବାରବେଳା – ଦିବା ୧୧.୫୨ ରୁ ୦୧.୧୪
କାଳରାତ୍ରି – ସନ୍ଧ୍ୟା- ୦୬.୫୬ ରୁ ୦୮.୩୫

Advertisment
Panchang
Advertisment
Related Articles
Advertisment