Advertisment

Today Panchang 31st December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ। ଇଂରାଜୀ ୩୧ ତାରିଖ ବୁଧବାର। ଚନ୍ଦ୍ର – ମେଷ ଦିବା ୦୯.୨୨ ଗତେ ବୃଷ। ତିଥି - ୧୨ଶୀ ରାତ୍ରି ୦୧.୪୮ ଗତେ ୧୩ଶୀ।ଘାତଚନ୍ଦ୍ର - ମେଷ ରାଶିର , ଦିବା ୦୯.୨୨ ଗତେ ବିଛା ରାଶିର।

author-image
Deepak Acharya
Panchang Today 28th August 2024

ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ। ଇଂରାଜୀ ୩୧ ତାରିଖ ବୁଧବାର। ଚନ୍ଦ୍ର – ମେଷ ଦିବା ୦୯.୨୨ ଗତେ ବୃଷ। ତିଥି - ୧୨ଶୀ ରାତ୍ରି ୦୧.୪୮ ଗତେ ୧୩ଶୀ।ଘାତଚନ୍ଦ୍ର - ମେଷ ରାଶିର , ଦିବା ୦୯.୨୨ ଗତେ ବିଛା ରାଶିର। ଘାତବାର –  କର୍କଟ ରାଶିର। ପୁଷ୍କର ଦୋଷ - ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୨୯ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୦୧.୪୮ ପର୍ଯ୍ୟନ୍ତ।
ଶୁଭ ସମୟ-
ପ୍ରାତଃ – ୦୬.୨୪ ରୁ ୦୮.୩୪
ଦିବା – ୧୦.୪୪ ରୁ ୧୧.୪୯
ଦିବା – ୦୧.୩୭ ରୁ ୦୩.୪୭
ସନ୍ଧ୍ୟା – ୦୬.୦୭ ରୁ ୦୬.୫୯
ରାତ୍ରି – ୦୮.୪୫ ରୁ ୦୩.୦୭
ନିଶାନ୍ତ - ୦୪.୪୬ ରୁ ୦୬.୨୫
ଅଶୁଭ ସମୟ - 
ରାହୁକାଳ - ଦିବା ୧୧.୪୯ ରୁ ୦୧.୧୦
କାଳବେଳା - ଦିବା ୦୯.୦୭ ରୁ ୧୦.୨୮
ବାରବେଳା - ଦିବା ୧୧.୪୯ ରୁ ୦୧.୧୦
କାଳରାତ୍ରି – ରାତ୍ରି ୦୩.୦୭ ରୁ ୦୪.୪୬

Advertisment
Panchang
Advertisment
Related Articles
Advertisment