Advertisment

Today Panchang 2nd November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୦୨ ତାରିଖ  ରବିବାର । ଚନ୍ଦ୍ର – କୁମ୍ଭ ଦିବା ୧୧.୨୫ ଗତେ ମୀନ । ତିଥି – ୧୧ଶୀ ପ୍ରାତଃ ୦୭.୩୧ ଗତେ ୧୨ଶୀ ରାତ୍ରି ୦୫.୦୭ ଗତେ ୧୩ଶୀ ।

author-image
Deepak Acharya
Panchang

Panchang Photograph: (OTV)

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୦୨ ତାରିଖ  ରବିବାର । ଚନ୍ଦ୍ର – କୁମ୍ଭ ଦିବା ୧୧.୨୫ ଗତେ ମୀନ । ତିଥି – ୧୧ଶୀ ପ୍ରାତଃ ୦୭.୩୧ ଗତେ ୧୨ଶୀ ରାତ୍ରି ୦୫.୦୭ ଗତେ ୧୩ଶୀ । ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର , ଦିବା ୧୧.୨୫ ଗତେ ଧନୁ ରାଶିର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୩୧ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୦୩ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୫.୦୭ ଗତେ ୧୩ଶୀ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ – ୦୬.୩୭ ରୁ ୦୮.୫୨
ଦିବା – ୧୨.୫୪ ରୁ ୦୨.୫୨
ଦିବା – ୦୩.୩୮ ରୁ ୦୩.୪୩
ରାତ୍ରି – ୦୭.୪୧ ରୁ ୦୯.୨୨
ରାତ୍ରି – ୧୧.୫୫ ରୁ ୦୧.୦୫
ରାତ୍ରି – ୦୨.୪୧ ରୁ ୦୫.୫୨
ଅଶୁଭ ସମୟ - 
ରାହୁକାଳ - ଦିବା ୦୩.୪୩ ରୁ ୦୫.୦୮
କାଳବେଳା - ଦିବା ୧୧.୩୦ ରୁ ୧୨.୫୪
ବାରବେଳା- ଦିବା ୧୦.୦୫ ରୁ ୧୧.୩୦
କାଳରାତ୍ରି – ରାତ୍ରି ୦୧.୦୫ ରୁ ୦୨.୪୧

Advertisment
Panchang
Advertisment
Related Articles
Advertisment