/odishatv-khabar/media/media_files/2025/11/01/bus-driver-2025-11-01-21-10-11.jpg)
BUS-DRIVER Photograph: (OTV)
ବସ ଚଳାଉ ଚଳାଉ ହଠାତ ଅସୁସ୍ଥ ଅନୁଭବ କଲେ ଡ୍ରାଇଭର। ହଠାତ ହେଲା ହୃଦଘାତ, ହେଲେ ଘଟଣାସ୍ଥଳରେ ମୃତ୍ୟୁ ପୂର୍ବରୁ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚାଇଦେଲେ ୫୦ ଯାତ୍ରୀଙ୍କ ଜୀବନ। ବସ ଟି ଭୁବନେଶ୍ବର ରୁ ସୋରଡା ଯାଉଥିବା ବେଳେ ବୋଲଗଡ଼ ଠାରେ ଅସୁସ୍ଥତା ଅନୁଭବ କରିଥିଲେ ଡ୍ରାଇଭର।
ଛାତିରେ ଯନ୍ତ୍ରଣା ଜାଣିପାରି ତୁରନ୍ତ ରାସ୍ତା ପାର୍ଶ୍ବରେ ବସକୁ ରଖିଦେଇଥିଲେ। ସେତେବେଳକୁ ସମ୍ପୂର୍ଣ୍ଣ ଭାବେ ଚେତା ହରାଇସାରିଥିଲେ। ସଙ୍ଗେ ସଙ୍ଗେ ଡ୍ରାଇଭରଙ୍କୁ ବୋଲଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣl କରିଥିଲେ l ଚାଳକଙ୍କ ନାମ ଶରତ ଏବଂ ତାଙ୍କ ଘର ଗୋଡ଼ିଆଳି ବୋଲି ଜଣାପଡିଛି l
ବସ ଚଳାଉ ଚଳାଉ ହଠାତ ଅସୁସ୍ଥ ଅନୁଭବ କଲେ ଡ୍ରାଇଭର
ହଠାତ ହୃଦଘାତ, ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ
ଘଟଣାସ୍ଥଳରେ ମୃତ୍ୟୁ ପୂର୍ବରୁ ଅଟକାଇଦେଲେ ବସ୍
ଭୁବନେଶ୍ବରରୁ ସୋରଡା ଯାଉଥିଲା ବସ୍
ବୋଲଗଡ଼ ଠାରେ ଅସୁସ୍ଥତା ଅନୁଭବ କରିଥିଲେ ଡ୍ରାଇଭର
ଡ୍ରାଇଭରଙ୍କୁ ବୋଲଗଡ଼ ମେଡ଼ିକାଲରେ ଭର୍ତ୍ତି, ମୃତ ଘୋଷଣl
Stampede: ବଡ ଅଘଟଣ, ମନ୍ଦିରରେ ଦଳାଚକଟା...୧୦ରୁ ଅଧିକ ମୃତ

Odia Youth to Get Jobs: ୨ ହଜାର ୬୭ କୋଟି ଟଙ୍କାର ପୁଞ୍ଜି ନିବେଶ ଯୋଜନା, ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

From Waste to Wealth: ଗୋବରର ଏତେ ଡିମାଣ୍ଡ, ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଭାରତ କରୁଛି…

Baijayant Hits Campaign Trail: ମାଡ଼ ମାରିଥିବା ଅଭିଯୋଗରେ ବିଜେଡି ନେତାଙ୍କ ବିରୋଧରେ ମାମଲା, ନୂଆପଡ଼ା ପ୍ରଚାର ମୈଦାନରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)