Advertisment

Today Panchang 2nd February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ଚନ୍ଦ୍ର – କର୍କଟ ରାତ୍ରି ୧୦.୪୮ ଗତେ ସିଂହ । ତିଥି – ପ୍ରତିପଦ ରାତ୍ରି ୦୧.୫୨ ଗତେ ୨ୟା । ଘାତଚନ୍ଦ୍ର – ରାତ୍ରି ୧୦.୪୮ ଗତେ କର୍କଟ ଓ ମକର ରାଶିର । ଘାତବାର- ମିଥୁନ ରାଶିର

author-image
Deepak Acharya
Panchang

Panchang Photograph: (OTV)

ଆଜିର ପଞ୍ଚାଙ୍ଗ                                                              

ସୈାର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୦୨ ସୋମବାର ।

ଚନ୍ଦ୍ର – କର୍କଟ ରାତ୍ରି ୧୦.୪୮ ଗତେ ସିଂହ
ତିଥି – ପ୍ରତିପଦ ରାତ୍ରି ୦୧.୫୨ ଗତେ ୨ୟା
ଘାତଚନ୍ଦ୍ର – ରାତ୍ରି ୧୦.୪୮ ଗତେ କର୍କଟ ଓ ମକର ରାଶିର
ଘାତବାର- ମିଥୁନ ରାଶିର
ପୁଷ୍କର ଦୋଷ – ରାତ୍ରି ୦୧.୫୨ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ

Advertisment

ଶୁଭ ସମୟ-

ପ୍ରାତଃ – ୦୬.୨୫ ରୁ ୦୭.୪୯
ଦିବା – ୧୦.୫୩ ରୁ ୦୧.୦୭
ଦିବା – ୦୪.୧୧ ରୁ ୦୪.୫୦
ସନ୍ଧ୍ୟା – ୦୬.୨୬ ରୁ ୦୯.୦୦
ରାତ୍ରି – ୧୨.୦୦ ରୁ ୦୨.୫୯

ଅଶୁଭ ସମୟ-

ରାହୁକାଳ - ପ୍ରାତଃ ୦୭.୪୯ ରୁ ୦୯.୧୨
କାଳବେଳା - ପ୍ରାତଃ ୦୭.୪୯ ରୁ ୦୯.୧୨
ବାରବେଳା- ଦିବା ୦୨.୪୭ ରୁ ୦୪.୧୧
କାଳରାତ୍ରି – ରାତ୍ରି ୧୦.୨୪ ରୁ ୧୨.୦୦

Advertisment
Daily Horoscope Panchang
Advertisment
Related Articles
Advertisment