/odishatv-khabar/media/media_files/2025/11/21/panchang-2025-11-21-08-01-03.jpg)
Panchang Photograph: (OTV)
ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୯ ତାରିଖ ଶନିବାର । ଚନ୍ଦ୍ର – କୁମ୍ଭ ରାତ୍ରି ୦୮.୩୨ ଗତେ ମୀନ । ତିଥି – ୯ମୀ ରାତ୍ରି ୧୧.୧୫ ଗତେ ୧୦ମୀ ।
ଘାତଚନ୍ଦ୍ର - ମିଥୁନ ଓ ମୀନ ରାଶିର , ରାତ୍ରି ୦୮.୩୨ ଗତେ ଧନୁ ରାଶିର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୨.୨୧ ଗତେ ୧ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ
ପ୍ରାତଃ – ୦୭.୩୪ ରୁ ୦୮.୫୧
ଦିବା – ୧୧.୫୬ ରୁ ୧୨.୫୬
ଦିବା – ୦୨.୧୮ ରୁ ୦୨.୫୧
ଦିବା – ୦୩.୩୫ ରୁ ୦୩.୪୦
ରାତ୍ରି – ୦୨.୩୮ ରୁ ୦୩.୩୦
ଅଶୁଭ ସମୟ
ରାହୁକାଳ - ଦିବା ୦୮.୫୧ ରୁ ୧୦.୧୩
କାଳବେଳା - ପ୍ରାତଃ ୦୬.୦୭ ରୁ ୦୮.୨୯ ଓ ଦିବା ୦୩.୪୦ ରୁ ୦୫.୦୨
ବାରବେଳା - ଦିବା ୧୨.୫୬ ରୁ ୦୨.୧୮
କାଳରାତ୍ରି – ସନ୍ଧ୍ୟା ୦୫.୦୨ ରୁ ୦୬.୪୦ ଓ ରାତ୍ରି ୦୪.୨୯ ରୁ ୦୬.୦୮
Advertisment
Advertisment



Related Articles
Backlash for Words: ହରଡ଼ ଘଣାରେ ବିଜେଡି ନେତା ମନ୍ମଥ ରାଉତରାୟ, ମହଙ୍ଗା ପଡ଼ିଲା ପିଏମ୍ ଓ ସିଏମଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ
POSTED

Trouble for Annadatas: ଖରିଫ ଧାନକିଣା ଆରମ୍ଭରୁ ଅନ୍ନଦାତାଙ୍କୁ ଯନ୍ତ୍ରଣା, ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ
POSTED

Political Bias Allegations: ଖୋଲିଗଲା ଦିଦିଙ୍କ `ଦୀଘା' ମୁଖା, ଦଳୀୟ ଲୋକଙ୍କୁ ଥଇଥାନ ପାଇଁ ଓଡ଼ିଆଙ୍କୁ ତଡ଼ୁଥିଲେ
POSTED

Health Alert: ଶିଶୁମାନଙ୍କ ଉପରେ ପଡ଼ୁଛି ଅଧିକ ପ୍ରଭାବ, ସଂକ୍ରମିତ ଶିଶୁଙ୍କୁ ସ୍କୁଲ୍ ନଛାଡ଼ିବାକୁ ପରାମର୍ଶ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)