/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର। ଚନ୍ଦ୍ର- ଧନୁ ଅହୋରାତ୍ର। ତିଥି- ୫ମୀ ପ୍ରାତଃ ୦୬.୦୫ ଗତେ ୬ଷ୍ଠୀ। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ – ନାସ୍ତି।
ଶୁଭ ସମୟ-
ପ୍ରାତଃ – ୦୫.୪୯ ରୁ ୦୭.୧୪
ଦିବା – ୦୮.୫୧ ରୁ ୧୧.୦୭
ରାତ୍ରି – ୦୭.୪୩ ରୁ ୦୯.୫୫
ରାତ୍ରି – ୦୨.୨୭ ରୁ ୦୩.୧୮
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୧୪ ରୁ ୦୮.୩୯
କାଳବେଳା- ପ୍ରାତଃ ୦୭.୧୪ ରୁ ୦୮.୩୯
ବାରବେଳା- ଦିବା ୦୨.୨୦ ରୁ ୦୩.୪୬
କାଳରାତ୍ରି – ରାତ୍ରି ୦୯.୫୫ ରୁ ୧୧.୩୦
Advertisment
Advertisment


Related Articles
Cyclone Alert: ୨୮ରେ ଭୀଷଣ ରୂପ ନେଇ ସ୍ଥଳଭାଗ ମୁହାଁ ହେବ ‘ମୋନ୍ଥା’ , ମଙ୍ଗଳବାର ଏବଂ ବୁଧବାର ସାରା ଓଡ଼ିଶାକୁ ବର୍ଷା ୱାର୍ଣ୍ଣିଂ
POSTED

Cyclone Montha: ରେଡ୍ ଜୋନରେ ରହିଛି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା , ଭୀଷଣ ବର୍ଷା ପବନ ସମ୍ଭାବନା
POSTED

Cyclone Montha Approaches: ରାଜ୍ୟର ୧୫ ଜିଲ୍ଲାକୁ ତାଉ ଦେଖାଇବ ବାତ୍ୟା ‘ମୋନ୍ଥା’ , ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)