Advertisment

Today Panchang 27th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୭ ତାରିଖ ଗୁରୁବାର। ଚନ୍ଦ୍ର – ମକର ଦିବା ୦୨.୦୬ ଗତେ କୁମ୍ଭ। ତିଥି – ୭ମୀ ରାତ୍ରି ୧୨.୩୦ ଗତେ ୮ମୀ। ଘାତଚନ୍ଦ୍ର - ସିଂହ ରାଶିର ।

author-image
Deepak Acharya
undefined

ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୭ ତାରିଖ ଗୁରୁବାର। ଚନ୍ଦ୍ର – ମକର ଦିବା ୦୨.୦୬ ଗତେ କୁମ୍ଭ। ତିଥି – ୭ମୀ ରାତ୍ରି ୧୨.୩୦ ଗତେ ୮ମୀ। ଘାତଚନ୍ଦ୍ର - ସିଂହ ରାଶିର , ଦିବା ୦୨.୦୬ ଗତେ ମିଥୁନ ଓ ମୀନ ରାଶିର। ଘାତବାର – ତୁଳା ଓ କୁମ୍ଭ ରାଶିର
ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୧୨.୩୦ ପର୍ଯ୍ୟନ୍ତ।
ଶୁଭ ସମୟ-
ପ୍ରାତଃ – ୦୬.୦୬ ରୁ ୦୭.୩୩
ସନ୍ଧ୍ୟା – ୦୫.୫୪ ରୁ ୦୯.୨୩
ରାତ୍ରି – ୦୧.୧୨ ରୁ ୦୩.୨୯
ରାତ୍ରି – ୦୪.୨୨ ରୁ ୦୬.୦୬
ଅଶୁଭ ସମୟ - 
ରାହୁକାଳ - ଦିବା ୧୨.୫୬ ରୁ ୦୨.୧୮
କାଳବେଳା - ଦିବା ୦୨.୧୮ ରୁ ୦୩.୪୦
ବାରବେଳା - ଦିବା ୦୩.୪୦ ରୁ ୦୫.୦୨
କାଳରାତ୍ରି – ରାତ୍ରି ୧୧.୩୪ ରୁ ୦୧.୧୨

Advertisment
Panchang
Advertisment
Related Articles
Advertisment