Advertisment

Today Panchang 26th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୨୬ ତାରିଖ  ରବିବାର । ଚନ୍ଦ୍ର – ବିଛା ଦିବା ୧୦.୪୬ ଗତେ ଧନୁ । ତିଥି - ୫ମୀ ଅହୋରାତ୍ର । ଘାତଚନ୍ଦ୍ର – ଦିବା ୧୦.୪୬ ଗତେ ତୁଳା ଓ କୁମ୍ଭ ରାଶିର ।

author-image
Deepak Acharya
undefined

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୨୬ ତାରିଖ  ରବିବାର । ଚନ୍ଦ୍ର – ବିଛା ଦିବା ୧୦.୪୬ ଗତେ ଧନୁ । ତିଥି - ୫ମୀ ଅହୋରାତ୍ର । ଘାତଚନ୍ଦ୍ର – ଦିବା ୧୦.୪୬ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର –  ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ-
ପ୍ରାତଃ – ୦୬.୩୪ ରୁ ୦୮.୫୧
ଦିବା – ୧୨.୫୫ ରୁ ୦୨.୫୫
ଦିବା – ୦୩.୪୧ ରୁ ୦୩.୪୬
ରାତ୍ରି – ୦୭.୪୩ ରୁ ୦୯.୨୪
ରାତ୍ରି – ୧୧.୫୫ ରୁ ୦୧.୦୫
ରାତ୍ରି – ୦୨.୪୦ ରୁ ୦୫.୪୯
ଅଶୁଭ ସମୟ - 
ରାହୁକାଳ - ଦିବା ୦୩.୪୬ ରୁ ୦୫.୧୨
କାଳବେଳା - ଦିବା ୧୧.୩୦ ରୁ ୧୨.୫୫
ବାରବେଳା- ଦିବା ୧୦.୦୫ ରୁ ୧୧.୩୦
କାଳରାତ୍ରି – ରାତ୍ରି ୦୧.୦୫ ରୁ ୦୨.୪୦

Advertisment
Panchang
Advertisment
Related Articles
Advertisment